ଚମକ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଫେସ୍ ପ୍ୟାକ୍
ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ତ୍ୱଚାର ସଠିକ୍ ଯତ୍ନ ନନିଆଯାଏ, ତେବେ ଏହା ମଳିନ ଏବଂ ଶୁଷ୍କ ଦେଖାଯିବ। ତେଣୁ ଚର୍ମର ସଠିକ୍ ଯତ୍ନ ନିଆଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ପାର୍ଲରକୁ ଯାଆନ୍ତି, ତେବେ ଆପଣ ନିଶ୍ଚିତ ଏକ ଚମକ ତ୍ୱଚା ପାଇପାରିବେ। କିନ୍ତୁ ପ୍ରତିବଦଳରେ ଆପଣଙ୍କର ଟଙ୍କା…