ବାଣ ଫୁଟିଲା, ରୁନ୍ଧି ହୋଇଗଲା ବାୟୁମଣ୍ଡଳ !
ନୂଆଦିଲ୍ଲୀ: ରାତିରେ ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ଯାଇ ସାରା ଦେଶରେ ବାଣ ଫୁଟାଇବା ପରେ ସକାଳେ ବାୟୁମଣ୍ଡଳ ରୁନ୍ଧି ହୋଇଯାଇଛି। ରାତି ୧୨ଟା ସମୟରେ ଦିଲ୍ଲୀର(AQI) ୩୨୩ ରେକର୍ଡ କରାଯାଇଥିଲା। ସମାନ ସମୟରେ, ୟୁପିର ନୋଏଡାର ଅବସ୍ଥା ଅଧିକ ଖରାପ ଥିଲା। ଯେଉଁଠାରେ (AQI) ୩୪୨…