Latest Odisha News

BREAKING NEWS

ପୁଅ ମାଡ଼ରେ ବାପା ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଘାଂସିବିଲି ଗ୍ରାମରେ ପୁଅର ମାଡ଼ରେ ବାପାର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ୭୨ ବର୍ଷୀୟ ପ୍ରଭାକର ସାହୁ। ପୁଅ ଅନ୍ତର୍ୟ୍ୟାମୀ ସାହୁ ଓ ବାପା ପ୍ରଭାକର ସାହୁଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ବଚସା ହୋଇଥିଲା। ସେଥିରେ ପୁଅ ଉତକ୍ଷୀପ୍ତ ହୋଇ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପାଖରୁ ମିଳିଲାଣି ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଅନ୍ତର୍ଗତ ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ଜିଲାର ୯ଟି ସ୍ଥାନରେ ଚଢଉ ପରେ ତାଙ୍କ ପାଖରୁ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ମିଳିଛି। ପ୍ରାୟ ୨୦…

ଆଇଜର ପ୍ରତିଷ୍ଠାତା ନିର୍ଦେଶକଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ଆଇଜର)ର ପ୍ରତିଷ୍ଠାତା ନିର୍ଦେଶକ ପ୍ରଫେସର କେ. ଭେଙ୍କେଟ ରମଣ ଚାରୀ(୬୮)ଙ୍କ ଶୁକ୍ରବାର ଅପରାହ୍ନ ୩ଟା ୧୫ ବେଳେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ବିଷୟରେ ଆଇଜର ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା…

ଜାତୀୟ କ୍ରୀଡା: ରଗବୀରେ ଓଡିଶାକୁ ପ୍ରଥମ ସ୍ୱର୍ଣ୍ଣ ପଦକ

ଅହମ୍ମଦାବାଦ: ୩୬ତମ ଜାତୀୟ କ୍ରୀଡାରେ ଓଡିଶା ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଶୁକ୍ରବାର ମହିଳା ରଗବୀ ଟିମ ଓଡିଶା ପାଇଁ ଏହି ସଫଳତା ଆଣିଛନ୍ତି । ରଗବୀ ୭ ଫାଇନାଲରେ ଓଡିଶା ୨୨-୦ରେ ମହାରାଷ୍ଟ୍ରକୁ ପରାସ୍ତ କରିଥିଲା । ବିପକ୍ଷ ଦଳକୁ ଗୋଟିଏ ବି ପଂଏଟ ହାସଲ କରିବାକୁ ସୁଯୋଗ ଦେଇ ନ ଥିଲେ…

୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର: ଆଶା ପାରେକ୍‌ ଗ୍ରହଣ କଲେ ଦାଦାସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ : ୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ହିନ୍ଦି ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ଆଶା ପାରେକ୍‌ ୨୦୨୦ବର୍ଷ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରିଛନ୍ତି ।…

ୟୁକ୍ରେନର ୪ ରାଜ୍ୟକୁ ନିଜ ଦେଶରେ ସାମିଲ କଲା ରୁଷ

ମସ୍କୋ:ରୁଷିଆ ଶୁକ୍ରବାର ୟୁକ୍ରେନର ୪ଟି ଅଂଚଳ ଉପରେ କବଜା କରିଛି । ଡୋନେଟସ୍କ, ଲୁହାନ୍ସଖ, ଖେରସନ ଓ ଜପୋରଜିଆ ଏବେ ରୁଷର ଅଂଶବିଶେଷ ହୋଇଛି । କ୍ରେମଲିନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଏହା ଘୋଷଣା କରିଛନ୍ତି । ଚାରି ରାଜ୍ୟର ପ୍ରତିନିଧିଙ୍କ…

କାବୁଲରେ ଆତ୍ମଘାତି ବିସ୍ଫୋରଣରେ ଶହେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ

କାବୁଲ: ତାଲିବାନ ଶାସନ ପରେ ଆଜି କାବୁଲର ଏକ ସ୍କୁଲରେ ଛାତି ଥରାଇ ଦେବା ଭଳି ଆତ୍ମଘାତି ବିସ୍ଫୋରଣ ଘଟିଛି । ଏଥିରେ ଶତାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ । କାବୁଲ ସହରର ପଶ୍ଚିମ ଦସତ-ଇ-ବାରଚି ଅଞ୍ଚଳର କାଜ ଏଜୁକେସନ ସେଂଟର ସ୍କୁଲରେ ଏହି…

ଶିଶୁ ଅନୁକୂଳ ଥାନା ଉଦ୍‌ଘାଟିତ

ବ୍ରହ୍ମପୁର: ବ୍ରହ୍ମପୁର ମହିଳା ଥାନା ପରିସରରେ ଶିଶୁ ଅନୁକୁଳ ଥାନା ଗୃହ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌, ଅତିରିକ୍ତ ଏସ୍‌ପି ଅସୀମ…

ଶ୍ରୀକ୍ଷେତ୍ର ଗୋସାଣୀ ପୂଜା କମିଟି ପକ୍ଷରୁ ଦିଆଗଲା ସ୍ୱଚ୍ଛ ଶ୍ରୀକ୍ଷେତ୍ର ବାର୍ତା

ପୁରୀ: ପୁରୀରେ ଗୋସାଣୀ ପୂଜା ବା ଦୁର୍ଗା ପୂଜାର ଚଳ ଚଂଚଳତା ଆରମ୍ଭ ହୋଇଗଲାଣି । ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ପୁରୀରେ ପାରମ୍ପାରିକ ରୀତି ନୀତିରେ ଏହାକୁ ପାଳନ କରାଯାଇଥାଏ । ଆଜି ଶ୍ରୀକ୍ଷେତ୍ର ଗୋସାଣୀ ପୂଜା କମିଟି ପକ୍ଷରୁ କିପରି ସ୍ୱଚ୍ଛ ବାତାବରଣରେ ଏହାକୁ ଆୟୋଜିତ କରାଯିବ ସେ ନେଇ…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ଥରୁର-ଖଡ଼ଗେଙ୍କ ମଧ୍ୟରେ ଲଢ଼େଇ ସଂଭାବନା

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିଛି । ଆଜି ଶେଷ ଦିନରେ ତିନି ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶଶୀ ଥରୁର, ମଲ୍ଲିକାର୍ଜୁନ ଖଡ଼ଗେ, ଏବଂ କେଏନ ତ୍ରିପାଠୀ ଏବେ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି । ଅକ୍ଟୋବର ୮ ତାରିଖ ହେଉଛି…