Latest Odisha News

BREAKING NEWS

ଲିଭରକୁ ସୁସ୍ଥ ରଖିବ ଏହି ଖାଦ୍ୟ

ଯକୃତ ବା ଲିଭର ହେଉଛି ଆମ ଶରୀରର ଏପରି ଏକ ଆଭ୍ୟନ୍ତରୀଣ ଅଙ୍ଗ, ଯାହା ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ଏହାସହ ଓଜନ ହ୍ରାସ କରିବା ଏବଂ ଆମକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ। ଏହା ଆମ ଭିତରେ ଥିବା ବର୍ଜ୍ୟବସ୍ତୁ ବାହାର କରିବା ପାଇଁ କାର୍ଯ୍ୟ କରେ। ତେଣୁ ଆମେ ଲିଭରର…

ବେଆଇନ ବାଲି ଚାଲାଣ: ଥାନାରେ ତହସିଲଦାରଙ୍କ ଅଭିଯୋଗ, ବିଜେଡିର ସଂପୃକ୍ତି ଥିବା କହିଥିଲେ ଅପରାଜିତା

ଭୁବନେଶ୍ୱର: ବାଲି ମାଫିଆ ବିରୋଧରେ ଥାନାରେ ଅଭିଯୋଗ। ଭୁବନେଶ୍ବର ତହସିଲଦାର ବେଆଇନ ବାଲି ମାଫିଆ ବିରୋଧରେ ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି। ନିକଟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୁଆଖାଇ ନୀଦରୁ ବେଆଇନ୍ ବାଲି ଉତ୍ତୋଳନ ନେଇ ଅଭିଯୋଗ କରିଥିଲେ। ଆଉ ସାଂସଦ ଏହି ଅଭିଯୋଗ କରିବାର…

HSRP ନେଇ ଆସିଲା ବଡ଼ ଖବର, ନ ଲଗାଇଥିଲେ ବି ମିଳିବ ଛାଡ଼

ଭୁବନେଶ୍ୱର: ଅବଧି ସରି ସରି ଆସୁଥିବା ବେଳେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ବୁକିଂ ତ ହେଉଛି କିନ୍ତୁ ଡେଟ୍ ମିଳୁନି । ଏଭଳି ସ୍ଥିତିରେ ରାଜ୍ୟ ପରିବହନ…

କେବଳ ପୂଜାରେ ନୁହେଁ ଦୈନନ୍ଦିନ ଜୀବନରେ ମଧ୍ୟ ବ୍ୟବହାର କରନ୍ତୁ କର୍ପୁର

କର୍ପୁର ଏକ ଉଦ୍‌ବାଇ, ଦହନଶୀଳ ବାନସ୍ପତିକ ଦ୍ରବ୍ୟ। କର୍ପୁର ଗଛର ଛାଳିରୁ ଉତ୍ପନ୍ନ। ଏହାର ସୁଗନ୍ଧ ପାଇଁ ଏହା ଅତି ଲୋକପ୍ରିୟ। ସାଧାରଣତଃ ପୂଜା ପାଠରେ କର୍ପୁର ବ୍ୟବହାର କରାଯାଏ। ଏହାସହ କର୍ପୁର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଏହାର ବ୍ୟବହାର ଆର୍ୟୁବେଦରେ ମଧ୍ୟ କରାଯାଇଛି। କର୍ପୁର କେଶ…

ଟି-୨୦ରେ ଶ୍ରେଷ୍ଠ ଦଳ ଭାବେ ଭାରତର ପତିଆରା ଜାରି

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଜୟୀ ହେବା ପରେ ଟି-୨୦ରେ ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ଶକ୍ତ ଧକ୍କା ଲାଗିଛି। କାରଣ ଭାରତ ହାରିଥିଲେ ଦ୍ବିତୀୟ ସ୍ଥାନରେ ଥିବା ଏହି ଦଳ ଏକ ନମ୍ବର ହେବାର ସମ୍ଭାବନା ଥିଲା। ଅର୍ଥାତ ଭାରତ ଟି-୨୦ରେ ଏକ ନମ୍ବର ଥିଲା, ଏବେ ବି ଏକ ନମ୍ବର ରହିଛି…

ନୂଆ ଦଳର ନାମ ଘୋଷଣା କଲେ ଗୁଲାମ ନବୀ ଆଜାଦ୍

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଇ ଦୀର୍ଘ ଦଶନ୍ଧିର ସମ୍ପର୍କ ଭାଙ୍ଗିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ତାଙ୍କ ନୂଆ ଦଳର ନାମ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାମ 'ଡେମୋକ୍ରାଟି ଆଜାଦ' ଦେଇଛନ୍ତି। ଯାହା କୌଣସି ଦଳ କିମ୍ବା ନେତାଙ୍କ ଦ୍ୱାରା ପ୍ରଭାବିତ ହେବ ନାହିଁ ଏବଂ…

କଂଗ୍ରେସ ଅଧ୍ୟକ୍ଷ ରେସରୁ ଗେହଲୋଟ୍ ଆଉଟ୍, କମଲନାଥ୍ ଇନ୍ !

ନୂଆଦିଲ୍ଲୀ: ରାଜସ୍ଥାନ ରାଜଧାନୀ ଜୟପୁରରୁ ଦେଶର ରାଜଧାନୀ ଦିଲ୍ଲୀ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଶୋକ ଗେହଲୋଟଙ୍କ ଶିବିର ବିଦ୍ରୋହ କରିବା ପରେ ଅନେକ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା…

ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର: ଟ୍ୱିନସିଟିରେ ବଢ଼ୁଛି ଜନସଂଖ୍ୟା । ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ଦୌଡ଼ି ପାରିବ ମେଟ୍ରୋ । ମେଟ୍ରୋ ରେଲ ନୀତି- ୨୦୧୭ ଅନୁସାରେ, ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରରେ ମେଟ୍ରୋ ରେଳ ସିଷ୍ଟମ ଯୋଜନା ହୋଇ ପାରିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି…

ଆଇଏଏସ ଅଧିକାରୀ ସେୟାର କଲେ ମାର୍କ ସିଟ୍, ଦଶମ ଗଣିତରେ ୩୬ ଓ ଇଂରାଜୀରେ ରଖିଥିଲେ ୩୫ ମାର୍କ

ଓଡିଶା ସମ୍ବାଦ ବ୍ୟୁରୋ: ଅଧିକାଂଶ ସମୟରେ ସଫଳ ହେବା ପାଇଁ ପରୀକ୍ଷା ମାର୍କ, କିମ୍ବା ଗ୍ରେଡର ଆବଶ୍ୟକତା ପଡ଼େ ନାହିଁ। ନିଜର ଉପସ୍ଥିତି ବୁଦ୍ଧି, ପରିଶ୍ରମ ଏବଂ ଲକ୍ଷ୍ୟ ହିଁ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥାଏ। ଆମେ କେଉଁ ବୃତ୍ତି କରିବା କିମ୍ବା କେଉଁ ଲାଇନରେ କ୍ୟାରିଅର ତିଆରି…

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପଛରେ କିଏ ? ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ନେଇ ବିରୋଧୀ ଅଭିଯୋଗ ଆଣିଛନ୍ତି । ଧର୍ମେନ୍ଦ୍ରଙ୍କ ମୃତ୍ୟୁର ୨ ଦିନ ପରେ ମନ୍ତ୍ରୀ ସମୀର ଦାଶ ମୁହଁ ଖୋଲିଛନ୍ତି । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଦୁଃଖିତ…