Latest Odisha News

BREAKING NEWS

ଋଷରେ ୬ ବର୍ଷ ଧରି ଚିକିତ୍ସା କରୁଥିବା ଡାକ୍ତର ହେବେ ମନ୍ଦିର ପୂଜାରୀ

ଥିରୁବନ୍ତପୁରମ୍: ଋଷରେ ଛଅ ବର୍ଷ ଧରି ଆୟୁର୍ବେଦ ଔଷଧ ଉପରେ ଅଭ୍ୟାସ କରୁଥିବା ଡାକ୍ତର ହେବେ ମନ୍ଦିର ପୂଜାରୀ। କେରଳସ୍ଥିତ ତ୍ରିଶୁରରେ ପ୍ରସିଦ୍ଧ ଗୁରୁଭାୟୁର ମନ୍ଦିରର ମୁଖ୍ୟ ପୁରୋହିତ ତଥା 'ମେଲଶାନ୍ତୀ' ହେବାକୁ ଯାଉଛନ୍ତି ଏହି ଆୟୁର୍ବେଦ ଡାକ୍ତର। ୩୪ ବର୍ଷିୟ ଡାକ୍ତର କିରଣ ଆନନ୍ଦ କକ୍କଡ଼…

ପିଏଫ୍‌ଆଇ ଉପରେ ଏନ୍‌ଆଇଏ, ଇଡିର ବ୍ୟାପକ ଚଢ଼ଉ: ଶତାଧିକ ସଦସ୍ୟ ଗିରଫ

ନୂଆଦିଲ୍ଲୀ: ଏନ୍‌ଆଇଏ ବୁଧବାର ରାତିରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲ୍‌ନାଡୁ ଏବଂ ଅନ୍ୟାନ୍ୟ ରାଜ୍ୟରେ ଥିବା ‘ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ’ (ପିଏଫ୍‌ଆଇ) ଉପରେ ବ୍ୟାପକ ଚଢ଼ଉ ଆରମ୍ଭ କରି ୧୦୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରିଛି।…

ଇଂଲଣ୍ଡ ଗସ୍ତରେ ଭାରତୀୟ ମହିଳା କ୍ରିକେଟ ଟିମ୍ ର ଦମଦାର ବିଜୟ

ଇଂଲଣ୍ଡ : ଦ୍ୱିତୀୟ ଦିନିକିଆରେ ହର୍ମନପ୍ରୀତ କୌରଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତୀୟ ମହିଳା ଟିମ୍ ଇଂଲଣ୍ଡକୁ ତ ୮୮ ରନରେ ପରାସ୍ତ କରିଛି । ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ କ୍ୟାପଟେନ ହର୍ମନପ୍ରୀତ କୈାରଙ୍କ ବିସ୍ଫୋରକ…

ଅନୁବାଦ କବିତା : ଏକା ହୋଇଯାଅ

ମୂଳ ରଚନା : ମହାଦେବ ସାହା ସଙ୍ଗହୀନ ଗଛ ପରି ଏକା ହୋଇଯାଅ ଠିକ ବ୍ୟଥାରେ ମଗ୍ନ କଏଦୀ ପରି ଅସହାୟ ନିର୍ଜନ ନଦୀ ସମ ହୋଇଯାଅ ତୁମେ ଆହୁରି ପୃଥକ, ବିଚ୍ଛିନ୍ନ ସ୍ୱତନ୍ତ୍ର, ସ୍ୱାଧୀନ, ଖଣ୍ଡ ଖଣ୍ଡ ୟୁରୋପର ମାନଚିତ୍ର ପରି; ଅଲଗା ହୋଇଯାଅ ସବୁ ସଙ୍ଘଠାରୁ…

ଟୋଲ ପ୍ଲାଜା କର୍ମଚାରୀଙ୍କୁ ଟିଆରଏସ ନେତାଙ୍କ ମାଡ଼, ଭିଡ଼ିଓ ଭାଇରାଲ

ହାଇଦ୍ରାବାଦ: ଶାସକ ଦଳ ଟିଆରଏସ ନେତାଙ୍କ ଦାଦାଗିରି। ଟୋଲ ପ୍ଲାଜାରେ ଟଙ୍କା ଭରିବାକୁ ନେଇ ଗଣ୍ଡଗୋଳ। ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ର କର୍ମକର୍ତ୍ତା ଟୋଲ ପ୍ଲାଜାର ଜଣେ କର୍ମଚାରୀଙ୍କୁ ମାଡ ମାରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ…

ଭାଷା ଭାଗବତ : କଥିତ ଭାଷା ସ୍ବାଭାବିକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନ ଗୋଟିଏ, ସ୍ଥାନ ଭିନ୍ନ ହେଲେ ବି ଭାଷା ଶ୍ରୀସଂପନ୍ନ କରଂତି ଯେଉଁଠି ସ୍ବଭାଷୀ କେହି ପାରେନି ଭାଷା ନାଶି ସ୍ବଭାଷା ଘର କୋଣେ ଛାଡ଼ି କେହି ଯାଏନି ଦୂରେ ଉଡ଼ି ଯେଉଁଠି ଥିଲେ ବି ସ୍ବଭାଷା ଜଗାଏ ସୁଦୃଢ଼ ଭରସା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ନୂଆବର୍ଷରେ ଆଗ ଭଳି ଆଗ ଶୁଭେଚ୍ଛା ବାର୍ତ୍ତା ଆସୁନି ସ୍ୱପ୍ନିଲଙ୍କର ! ଅପେକ୍ଷା କରିବାକୁ ପଡୁଛି ଦି'ଚାରି ଦିନ ଯାଏଁ ! କି କୌଣସି ପର୍ବ ପର୍ବାଣୀରେ ବି ଶୁଭେଚ୍ଛା, ଶୁଭ କାମନା କି ଅଭିନନ୍ଦନର ବାର୍ତ୍ତା ବି ଆସୁନି ! ଜନ୍ମ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ମହାରାଣୀ ଗୁଣ୍ଡିଚାଙ୍କ ଉପରେ ଏପରି ଥିଲା ଯେ ନିଜର ଜନମକୁଞ୍ଜ ବା ଜନ୍ମବେଦୀରେ ନିର୍ମିତ୍ତ ମନ୍ଦିରର ନାମ ରଖିଲେ ଶ୍ରୀଗୁଣ୍ଡିଚା ମନ୍ଦିର ଓ…

ରାଜୁ ଶ୍ରୀବାସ୍ତବଙ୍କ ମୃତ ଶରୀରର ହେଲା ଡିଜିଟାଲ ଶବ ବ୍ୟବଚ୍ଛେଦ

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ମୃତଦେହର ବ୍ୟବଚ୍ଛେଦ ହୋଇଛି। ଆଉ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ରାଜୁ ଶ୍ରୀବାସ୍ତବଙ୍କ ଶରୀର ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟରେ ସାମ୍ନାକୁ ଆସିଛି ଯେ ରାଜୁ ଶ୍ରୀବାସ୍ତବଙ୍କ ଶରୀରରେ କୌଣସି…

ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ: ମିଳିତ ଜାତିସଂଘରେ ବର୍ଷିଲେ ବାଇଡେନ୍

ନୂଆଦିଲ୍ଲୀ: ଜାତିସଂଘରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) କୁ ସମ୍ବୋଧିତ କରିବା ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଉଭୟ ଋଷ ଏବଂ ଚୀନ୍‌କୁ ନିନ୍ଦା କରିଛନ୍ତି।…