Latest Odisha News

BREAKING NEWS

ବିମାନ ବନ୍ଦରରେ ମହିଳା ଯାତ୍ରୀଙ୍କଠୁ ମିଳିଲା ବିଡା ବିଡା ଆମେରିକୀୟ ନୋଟ୍

କୋଲକାତା: କୋଲକାତା ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ଠାରୁ ୧ କୋଟି ଟଙ୍କାରୁ ଅଧିକ ଆମେରିକୀୟ ଡଲାର ଜବତ ହୋଇଛି। ଇଡି ଏହି ସୂଚନା ଦେଇଛି। ସେପ୍ଟେମ୍ବର ୧୬ରେ, କଷ୍ଟମ ବିଭାଗ ଜଣେ ମହିଳାଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିପୁଳ ପରିମାଣର ବିଦେଶୀ ମୁଦ୍ରା…

ଶଶୀ ଥରୁର ଏବଂ ଅଶୋକ ଗେହଲୋଟ ମଧ୍ୟରେ ଲଢ଼େଇ ସମ୍ଭାବନା !

ନୂଆଦିଲ୍ଲୀ: ପାଖେଇ ଆସୁଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ଏଥର ଦଳ ପକ୍ଷରୁ ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ ଦିଆଯିବ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସ୍ପଷ୍ଟ କରିଛନ୍ତି । ତେବେ ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବେ କି ନାହିଁ ସ୍ପଷ୍ଟ କରିନାହାଁନ୍ତି । ରାଜସ୍ତାନ…

ମୋଦୀଙ୍କ ପ୍ରତି ବଦଳିଗଲା ମମତାଙ୍କ ଆଭିମୁଖ୍ୟ !

କୋଲକାତା: ସୋମବାର ପଶ୍ଚିମବଙ୍ଗ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ପାରିତ କରିଛନ୍ତି। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଇଡି, ସିବିଆଇ କାର୍ଯ୍ୟାନୁଷ୍ଠାନ ପଛରେ ସ୍ଥାନୀୟ ବିଜେପି ନେତା ଏବଂ କେନ୍ଦ୍ରର ବିଜେପି…

ପାନଛେପ କାହିଁକି ପକାଇଲ? ପଚାରିବାରୁ ସ୍କୁଟି ଉପରେ କାର ଚଢ଼ାଇଦେଲେ

ବାରାଣାସୀ: ସାମାନ୍ୟ କଥାକୁ ନେଇ ଅଭାବନୀୟ ଘଟଣା ଘଟିଛି ବନାରସରେ । ପାନ ଛେପ କାହିଁକି ପକାଇଲ ପ୍ରଶ୍ନ କରିବାକୁ ଫର୍ଚୁନର କାରରେ ଯାଉଥିବା ଦୁଇ ଯୁବକ ସ୍କୁଟିରେ ଯାଉଥିବା ଦୁଇ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ । ଫର୍ଚୁନର ଧକ୍କାରେ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଛି । ଘଟଣା ଅନୁସାରୋ…

ଜୁଆ ଆଡ୍ଡାରୁ ମିଳିଲା ୫ ଲକ୍ଷ ଟଙ୍କା, ୨୧ ଜୁଆଡ଼ି ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବାରିବନ୍ଧ ସ୍ଥିତ ଗଣେଶ ନଗରସ୍ଥିତ ଏକ ଘରେ ଚାଲିଥିବା ଜୁଆ ଆଡ୍‌ଡା ଉପରେ ସୋମବାର ପୋଲିସ ଚଢ଼ଉ କରିଛି । ୨୧ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ ୪ଲକ୍ଷ ୯୯ହଜାର ୪୨୦ ଟଙ୍କା ଜବତ କରାଯାଇଛି । ଏଥି ସହିତ…

ଗୁଜରାଟରେ ହେବନି ଭାରତ ଯୋଡୋ ଯାତ୍ରା: ଆମ୍ ଆଦମୀ ପାର୍ଟି କଂଗ୍ରେସର ଭୋଟ୍ କାଟିବ !

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରେ ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି ସମସ୍ତ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ତେବେ ପ୍ରଶ୍ନ ହେଉଛି ନଭେମ୍ବର –ଡିସେମ୍ବର ମାସରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।  ରାହୁଲ ଗାନ୍ଧୀ କି କଂଗ୍ରେସ ନେତାମାନେ ଗୁଜରାଟରେ କାହିଁକି…

ଅକାଳୀ ଦଳର ଅଭିଯୋଗ, ଜର୍ମାନୀରେ ହଟ୍ଟହଟ୍ଟା ହେଲେ ଭାଗୱନ୍ତ ମାନ !

ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଭାଗୱନ୍ତ ମାନଙ୍କୁ ନେଇ ସୋମବାର ରାଜନୀତି ସରଗରମ ହୋଇଉଠିଛି । ଶିରୋମଣି ଅକାଳୀ ଦଳ ଜର୍ମାନୀର ଫ୍ରାଙ୍କଫର୍ଟ ବିମାନବନ୍ଦରରେ ଅତ୍ୟଧିକ ମଦ୍ୟପାନ ଯୋଗୁ ମାନଙ୍କୁ ଓହ୍ଲାଇ ଦିଆଯାଇଥିବା ଅଭିଯୋଗ ଆଣିଛି । ତାଙ୍କ ପାଇଁ ବିମାନ ୪ଘଂଟା…

ବସ୍ତି ପ୍ରତିଭାଙ୍କୁ ମଞ୍ଚ ଦେଲା ବିଏମ୍‌ସି

ବ୍ରହ୍ମପୁର:ବ୍ରହ୍ମପୁର ସହରର ବସ୍ତିଗୁଡ଼ିକରେ ରହିଥିବା ପ୍ରତିଭାଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ମଞ୍ଚ ଦେଇଛି ବ୍ରହ୍ମପୁର ମହାନଗର ନିଗମ। ସୋମବାର ଠାରୁ ମହାନଗର ନିଗମ ତରଫରୁ ବସ୍ତିଗୁଡ଼ିକରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ ଆରମ୍ଭ ହୋଇଯାଇଛି । ସ୍ବାଧୀନତାର ଅମୃତ…

ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି: ସମୀର ମହାନ୍ତି

ଭୁବନେଶ୍ୱର : ରାଜ୍ୟ ବିଧାନସଭାର ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ସାରା ଓଡିଶା ସମେତ ଏବଂ ଭଦ୍ରକବାସୀଙ୍କ ସ୍ୱାର୍ଥ ପାଇଁ ସଦା ଚିନ୍ତିତ ଓ କାର୍ଯ୍ୟ କରୁଥିବା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ…

ଫରହାନଙ୍କ ଡନ ଥ୍ରୀରେ ଶାହାରୁଖ, ଅମିତାଭ, ରଣବୀର ଏକତ୍ର ଅଭିନୟ କରିବେ !

ମୁମ୍ବାଇ: ଫରହାନ ଅଖତାର ଡନ ଥ୍ରୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶାହାରୁଖ ଖାଁଙ୍କୁ ଫରହାନ ପ୍ରଥମେ ଯେଉଁ ସ୍କ୍ରିପ୍ଟ ଶୁଣାଇଥିଲେ ତାହା ତାଙ୍କୁ ପସନ୍ଦ ଆସି ନ ଥିଲା । ଏବେ ସେ ସମ୍ପୂର୍ଣ୍ଣ ନୂତନ ସ୍କ୍ରିପ୍ଟ ପ୍ରସ୍ତୁତ…