ମୁମ୍ବାଇ ଇଣ୍ଡିଆନ୍ସକୁ ୭ ଓ୍ୱିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ
ମୁମ୍ବାଇ: ଚଳିତ ଆଇପିଏଲର ସିଜିନର ଦ୍ୱାଦଶ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗସ ଦଳ ଏକତରଫା ଭାବେ ମ୍ୟାଚ ବିଜୟୀ ହୋଇଛି । ୧୫୮ ରନ୍ର ଟାର୍ଗେଟକୁ ପିଛା କରି ପଡିଆକୁ…