Latest Odisha News

BREAKING NEWS

ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା, ଅପହରଣକାରୀ ଓ ସମର୍ଥକଙ୍କ ବାପାଙ୍କ ଫୋନ୍ କଲ୍ ଭାଇରାଲ!

ଝାରସୁଗୁଡା: ବରଗଡ଼ ଜିଲ୍ଲା ସରବାହାଲ ଅଞ୍ଚଳରୁ ଅପହୃତ ସମର୍ଥ ଅଗ୍ରଓ୍ବାଲଙ୍କ ଅପହରଣକାରୀ କରିଥିବା ଫୋନ୍ କଲର ଅଡିଓ କ୍ଲିପ୍ ସାମ୍ନାକୁ ଆସିଛି। ଏହି କ୍ଲିପରୁ ଜଣାପଡ଼ୁଛି ଯେ ଅପହରଣକାରୀ ସମର୍ଥଙ୍କ ବାପା ସୁନୀତ ଅଗ୍ରଓ୍ୱାଲଙ୍କଠାରୁ ୯୦ ଲକ୍ଷ ଟଙ୍କା ପୁଅର ମୁଣ୍ଡ ପାଇଁ ମାଗିଥିଲେ। ଏହି ଅଡିଓ…

ବଲାଙ୍ଗୀର ପରେ ସମ୍ବଲପୁରରେ ନକଲି ସାର୍ଟିଫିକେଟ ଘଟଣାର ତଦନ୍ତ ଆରମ୍ଭ

ସମ୍ବଲପୁର: ବଲାଙ୍ଗୀର ପରେ ସମ୍ବଲପୁରରେ ଆରମ୍ଭ ହୋଇଛି ଫେକ୍ ସାର୍ଟିଫିକେଟ ମାମଲାର ତଦନ୍ତ । ଏଠାରେ ମଧ୍ୟ ଡାକ ବିଭାଗରେ ଚାକିରି କରୁଥିବା ଆଶାୟୀ ନକଲି ସାର୍ଟିଫିକେଟ ଦେଇଥିଲେ ବୋଲି ଅଭିଯୋଗ ରହିଛି। ଅନ୍ୟ କେତେକ ଜିଲ୍ଲାରୁ ମଧ୍ୟ ଏଭଳି ଅଭିଯୋଗ ରହିଛି। ସମ୍ବଲପୁର ଡିଭିଜନ ପୋଷ୍ଟାଲ…

ଆଇଟିଏଫ ଏସୀୟ ୧୪, ଅଣ୍ଡର ଡେଭେଲପମେଂଟ ଚାମ୍ପିୟନଶିପ: କୋରିଆର କ୍ଲିନ ସୁଇପ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମର ଟେନିସ କମ୍ପେ୍ଲକ୍ସରେ ଆଇଟିଏଫ ୧୪ ଓ ଅଣ୍ଡର ଡେଭେଲପମେଂଟ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । ଏହି ଚାମ୍ପିୟନଶିପରେ କୋରିଆ ସମସ୍ତ ୪ଟି ଟାଇଟଲ ହାସଲ କରି କ୍ଲିନ ସୁଇପ କରିଛି । ଭାରତର ବାଳିକା ଟିମ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ରନର୍ସଅପ ହୋଇଛନ୍ତି ।…

ଯୁକ୍ତ ୨ ପରୀକ୍ଷାର ମୂଲ୍ୟାୟନରେ ସାମିଲ ହେବେ ୬୬୨ ବର୍ଗର ଅଧ୍ୟାପକ

ଭୁବନେଶ୍ୱର: ଲୋୟର ପିଏମଜିରେ ୫୫ ଦିନ ଧରି ଧାରଣାରେ ବସିବା ପରେ ୬୬୨ ବର୍ଗର କଲେଜ ଅଧ୍ୟାପକମାନେ ଯୁକ୍ତ ୨ ଉତ୍ତର ଖାତା ମୂଲ୍ୟାୟନରେ ଭାଗ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ୬୬୨ ବର୍ଗ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଙ୍ଘର ସଭାପତି ଗୋଲକ ନାୟକ ଏହି…

କର୍ଣ୍ଣାଟକରେ ବାଟ ପାଉନି ବିଜେପି !

ଭୁବନେଶ୍ୱର: କର୍ଣାଟକରେ ବିଜେପିକୁ ପରାଜୟର ସ୍ବାଦ ଚାଖିବାକୁ ପଡିବ କି ? ରାହୁଲଙ୍କ ଯାଦୁ କର୍ଣାଟକରେ କାର୍ଯ୍ୟ କରିବ କି ?ଏମିତି କିଛି କଳ୍ପନାଜଳ୍ନନା ନିର୍ବାଚନର ବହୁ ପୂର୍ବରୁ ପ୍ରକାଶ ପାଇଲାଣି । କର୍ଣାଟକ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଉପରେ କାର୍ୟ୍ଯାନୁଷ୍ଠାନ ଏବଂ ତାଙ୍କ ସଦସ୍ୟ…

ବିରୋଧୀଙ୍କୁ ଶବ୍ଦର ମାୟାଜାଲରେ ଛନ୍ଦିଲେ ରାହୁଲ

ଭୁବନେଶ୍ୱର: ଶବ୍ଦ ସଂଯୋଜନା ମାଧ୍ୟମରେ କଂଗ୍ରେସ ଛାଡିଥିବା ନେତାଙ୍କ ସମେତ ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ। ଟ୍ୱିଟ ମାଧ୍ୟମରେ ବଡ଼ ସୁନ୍ଦର ଢଙ୍ଗରେ ଶବ୍ଦକୁ ସଜେଇ କଂଗ୍ରେସ ଛାଡି ଯାଇଥିବା ନେତାଙ୍କ ସହ ବିଜେପିକୁ ଟାର୍ଗେଟ କରାଯାଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର। କଂଗ୍ରେସ…

ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଦୁଇ ପୁଅ ବେଙ୍ଗାଲୁରୁରେ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୁଲିସର ଜଣେ ବରିଷ୍ଠ ଅଧିକାରୀ କେଶବ କୁମାର ସାମନ୍ତରାୟଙ୍କ ଦୁଇ ପୁଅ ବେଙ୍ଗାଲୁରୁ ପୋଲିସ ଦ୍ୱାରା ଗିରଫ। ଏକ ହତ୍ୟା ମାମଲାରେ ପୋଲିସ ବାବୁଙ୍କ ଦୁଇ ପୁଅ ତଥା ଅଭିଯୁକ୍ତ ବାସୁଦେବ ଓ ଅନିରୁଦ୍ଧ ବେଙ୍ଗାଲୁରୁ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଉଭୟ ବେଙ୍ଗାଲୁରୁରେ…

ମୁମ୍ବାଇର ବ୍ୟାଟିଂ ବିପର୍ଯ୍ୟୟ, ଚେନ୍ନାଇ ସମ୍ମୁଖରେ ୧୫୮ ରନର ଲକ୍ଷ୍ୟ

ୱାଙ୍ଖେଡ: ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ୧୫୮ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ ଜିତି ଚେନ୍ନାଇ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଆଜିର ମ୍ୟାଚରେ…

ସମ୍ମମ୍‌ରେ ମେକାନିକାଲ୍ ଭେଣ୍ଚିଲେସନ୍ ସମ୍ପର୍କିତ ଜାତୀୟ କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର: ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଶନିବାର ମେକାନିକାଲ୍ ଭେଣ୍ଟିଲେସନ୍‌କୁ ନେଇ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜାତୀୟ କର୍ମଶାଳାରେ ସାମିଲ ହୋଇଛନ୍ତି ଦେଶର ୭୩ ଜଣ ଡାକ୍ତର ଓ ଇନ୍‌ଟେନ୍ସିଭି୍‌ଷ୍ଟସ । ଏହି କର୍ମଶାଳାରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ଫ୍ୟାକଲ୍ଟିମାନଙ୍କ…

ଓଡ଼ିଶାରେ କୁଆଡେ ଗଲା ବିଆରଏସ ?

ଭୁବନେଶ୍ୱର: କୁଆଡେ ଗଲା ବିଆରଏସ । ରାଜ୍ୟରେ ଦମଦାର ଢଙ୍ଗରେ ଏଣ୍ଟ୍ରି ପ୍ରକ୍ରିୟା ଆରମ୍ଭ କରିଥିବା ବିଏରଆସର ଏବେ ସେତେଟା ଚର୍ଚା ନାହିଁ । ଜୟରାମ ପାଙ୍ଗୀଙ୍କଠାରୁ ଆରମ୍ଭ କରି ପୂର୍ବଚନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ କିଛି ପୂର୍ବତନ ବିଧାୟକ ତଥା ବରିଷ୍ଠ…