ଦୈନିକ କୋଭିଡ-୧୯ ସଂକ୍ରମଣ ହଜାରେ ଟପିଲା
ନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା ସଂକ୍ରମଣ ହଜାରେ ଟପିଲା। ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୪ କରୋନା ପଜିଟିଭି ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରନ୍ତଙ୍କୁ ମିଶାଇଲେ ବର୍ତ୍ତମାନ ଦେଶରେ ସକ୍ରିୟ ହାର ୧.୦୯ ପ୍ରତିଶତ ହୋଇଥିବା ବେଳେ…