ଅକ୍ସିଜେନ ମାସ୍କ ପିନ୍ଧି ଟ୍ରେଡମିଲରେ ଅଭ୍ୟାସ କଲେ ଅନୀଲ
ମୁମ୍ବାଇ: ବଲିଉଡର ଫିଟ ଅଭିନେତାଙ୍କ ମଧ୍ୟରେ ଅନୀଲ କାପୁରଙ୍କ ନାମ ଆଗ ଧାଡିରେ ରହିଥାଏ । ୬୬ ବର୍ଷ ବୟସରେ ମଧ୍ୟ ସେ ଶୃଙ୍ଖଳିତ ଜୀବନ ଶୈଳୀ ଜାରି ରଖିଛନ୍ତି । ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଅନୀଲ ଅକ୍ସିଜେନ ମାସ୍କ ପିନ୍ଧି ଟ୍ରେଡମିଲରେ…