ମେ ୧୫ରେ ହେବ ଫିଲ୍ମ ‘ଜରା ହଟ୍କେ ଜରା ବଚ୍କେ’ର ଟ୍ରେଲର ରିଲିଜ୍
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ବିକି କୌଶଲ ତାଙ୍କର ଆଗାମୀ ଫିଲ୍ମ ‘ଜରା ହଟ୍କେ ଜରା ବଚ୍କେ'କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟ୍ରେଲର ମେ ୧୫ ତାରିଖରେ ରିଲିଜ୍ ହେବ । ଏହାକୁ ନେଇ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ଅଛନ୍ତି । ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ'ର ରିଲିଜ…