Latest Odisha News

BREAKING NEWS

‘ଓଡ଼ିଶାରେ ମହିଳା ସଶକ୍ତ’, କେନ୍ଦ୍ର ଦେଲା ସାର୍ଟିଫିକେଟ !

ଭୁବନେଶ୍ୱର: ନିର୍ବାଚନ ଆସନ୍ନ ଥିବାରୁ ବିଜେଡି ପୁଣି ମହିଳାଙ୍କୁ ଫୋକସ କରିବା ପ୍ରକ୍ରିୟାକୁ ଜୋରଦାର କରିଛି। ଏଥିରେ ଦଳକୁ ବେଶ ସହାୟକ ହୋଇଛି ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ ରିପୋର୍ଟ। ଓଡ଼ିଶାର ୮୭ ପ୍ରତିଶତ ମହିଳାଙ୍କ ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ଥିବା ସହ ସେମାନେ ଏହାକୁ ବ୍ୟବହାର…

କୋହଲିଙ୍କୁ ଅଣଦେଖା କରୁଛନ୍ତି କି ହାର୍ଦ୍ଦିକ ?

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ରୋହିତ ଶର୍ମା ଖେଳୁ ନାହାନ୍ତି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ପ୍ରଥମ ମ୍ୟାଚ ଅବସରରେ ହାର୍ଦ୍ଦିକ ସମ୍ପୂର୍ଣ୍ଣ ଭାବେ କୋହଲିଙ୍କୁ ଅଣଦେଖା କରୁଥିବା ଦେଖିବାକୁ…

ଭିନ୍ନ ପରମ୍ପରା: ଝିଅର ବିବାହରେ ମାମୁଁ ଘରୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ଉପହାର

ରାଜସ୍ଥାନ: ଦୁନିଆରେ ବିଭିନ୍ନ ସ୍ଥାନରେ ବିବାହ ରୀତିନୀତି ଭିନ୍ନ ଭିନ୍ନ ହୋଇଥାଏ । ସେହିପରି ରାଜସ୍ଥାନର ଏକ ପ୍ରଥା ହେଉଛି ‘ଭାତ’୍ । ଜାଟ୍ ପରିବାରରେ ଏହା ମାୟରା ନାମରେ ଜଣାଶୁଣା । ଏହି ରୀତିନୀତି ଭାଇ ଦ୍ୱାରା କରାଯାଏ । ପୁଅ କିମ୍ବା ଝିଅର ବିବାହ ସମୟରେ ସେମାନଙ୍କ ମାମୁଁ ଘରକୁ…

‘ଜୟନାରାୟଣ’ ରୋକ୍ ସକୋ ତୋ ରୋକ୍ ଲୋ !

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡ ରାଜ୍ୟ ରାଜନୀତିର ପାଣିପାଗକୁ ବଦଳାଇଦେଇଛି। ଅତି ବଡ଼ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାବେଳେ ଘଟଣାର ସ୍ପଷ୍ଟତା ନ ଆସିବା ସ୍ଥିତିକୁ ଜଟିଳ କରିଛି। ଏହି ଘଟଣାରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଘଟଣା ଘଟିବା ପରଠୁ…

ବିମାନବନ୍ଦରରେ ରାମଚରଣଙ୍କୁ ‘ଆରଆରଆର’ ପତାକା ଦେଖାଇ ସ୍ୱାଗତ

ମୁମ୍ବାଇ: ଓସ୍କାର ଆୱାର୍ଡରେ ସୁପରହିଟ୍ ଫିଲ୍ମ ‘ଆରଆରଆର’ର ନାଟୁ ନାଟୁ ଗୀତର ବଡ଼ ସଫଳତା ପରେ ଅଭିନେତା ରାମଚରଣ ଭାରତ ଫେରିଛନ୍ତି । ସେ ତାଙ୍କ ସ୍ତ୍ରୀଙ୍କ ସହ ଦିଲ୍ଲୀ ବିମାନବନ୍ଦରରେ ପହଞ୍ôଚଥିଲେ । ସେଠାରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଘେରିଯାଇ ସ୍ୱାଗତ ସହ ଅଭିନନ୍ଦନ ଜଣାଇଥିଲେ । ଏମିତି…

ରାଜସ୍ଥାନର ଗଠିତ ହେବ ୧୯ ନୂତନ ଜିଲ୍ଲା

ଜୟପୁର: ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ୧୯ଟି ନୂତନ ଜିଲ୍ଲା ଗଠନ କରିବା ପାଇଁ ଘୋଷଣା କରାଯାଇଛି । ଏହା କଂଗ୍ରେସ ସରକାରଙ୍କ ଏକ ବଡ ରଣନୀତି ଭାବେ ବିବେଚନା କରାଯାଉଛି । ରାଜସ୍ଥାନରେ ୩୧ ଜିଲ୍ଲା ଥିବାରୁ ଏବେ ଏହା ବୃଦ୍ଧି ପାଇ ୫୦ରେ ପଂହଚିବ ।…

କଳାହାଣ୍ଡିର ଉତକେଲାରୁ ଖୁବଶୀଘ୍ର ଉଡ଼ିବ ବିମାନ !

ଭୁବନେଶ୍ୱର: ଜୟପୁର, ରାଉରକେଲା, ରଙ୍ଗେଇଲୁଣ୍ଡା ପରେ ଖୁବଶୀଘ୍ର କଳାହାଣ୍ଡିର ଉତକେଲାକୁ ବିମାନ ସେବା ଆରମ୍ଭ ହେବ । ରଙ୍ଗେଇଲୁଣ୍ଡାକୁ ବିମାନ ସେବା ଆରମ୍ଭ ପରେ ଉତକେଲା ବିମାନବନ୍ଦରକୁ ନେଇ କାମ ଆଗେଇ ଚାଲିଛି । ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ରଙ୍ଗେଇଲୁଣ୍ଡାକୁ ମାର୍ଚ୍ଚ ୫ ତାରିଖ…

ଫେକ୍ ଜବ୍ ରାକେଟ୍ ମାମଲାରେ ଆଉ ଜଣଙ୍କୁ ବିହାରରୁ ବାନ୍ଧିଲା EOW

ଭୁବନେଶ୍ୱର: ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ସଂଗଠନ ନାଁରେ ଫେକ୍ ଜବ୍ ରାକେଟ ମାମଲାରେ ଇଓଡବ୍ଲୁ ଆଉ ଜଣଙ୍କୁ ଗିରଫ କରିଛି । ବିହାରର ମହାରାଜଗଞ୍ଜରୁ ଅମିତ କୁମାର ସିଂଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ପୂର୍ବରୁ ଏହି ମାମଲାରେ ଇଓଡବ୍ଲୁ ମୁଖ୍ୟ ଅଭିଯୁକ୍ତ ଧର୍ମପାଲ…

୨୮ ବର୍ଷ ବୟସରେ ୯ଟି ସନ୍ତାନ ମାଆ ହେଲେ ମହିଳା: ୧୦ ବର୍ଷ ପର୍ଯ୍ୟନ୍ତ ଲଗାତାର ହୋଇଥିଲେ ଗର୍ଭବତୀ

ୱାଶିଂଟନ: ଜଣେ ମହିଳା ମାଆ ହେବା ଖୁସିର କଥା । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶିଶୁଟି ଜନ୍ମ ହେବା ପରେ ତାର ଲାଲନପାଳନ ଠିକ୍ ଭାବେ ହେବା ଜରୁରୀ । ଏଥିସହିତ ମହଙ୍ଗା ଯୁଗରେ ସେମାନଙ୍କ ଶିକ୍ଷା ଏବଂ ଆବଶ୍ୟକ ସାମଗ୍ରୀ ପୂରଣ କରିବା ନିହାତି କଷ୍ଟକର । ଏହି କାରଣରୁ ଆଜିର…

ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା ବାନାର୍ଜୀ !

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମେଳି ଦେଖିବାକୁ ମିଳୁଛି । କଂଗ୍ରେସ ଠାରୁ ତୃଣମୂଳ କଂଗ୍ରେସ ଦୂରେଇ ଯାଉଥିବା ବେଳେ ଆସନ୍ତା ସପ୍ତାହରେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମମତା…