Latest Odisha News

BREAKING NEWS

ସମବାୟ ସମିତି କମିଟି ଚୟନରେ ଅନିୟମିତତା ଅଭିଯୋଗ, ରାସ୍ତାରୋକ ଚେତାବନୀ

ନୂଆପଡ଼ା: ମଖାପଦର ସମବାୟ ସମିତି କମିଟି ଗଠନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଜନୈକ ଜିଲ୍ଲା ପରିଷଦ ସଭ୍ୟ ନିଜ କ୍ଷମତାର ଅପବ୍ୟବହାର କରି ଇଚ୍ଛା ମୁତାବକ କୃଷି ସମବାୟ ସମିତି ଗଠନ କରି ନିଜ ସମ୍ପର୍କୀୟଙ୍କୁ ଦାୟିତ୍ୱ ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ…

ରିଲିଜ୍ ହେଲା ‘କିସି କା ଭାଇ କିସି କି ଜାନ୍‌’ର ନୂଆ ଗୀତ : ଲୁଙ୍ଗି ପିନ୍ଧି ସଲମାନଙ୍କ ସହ ଡ଼୍ୟାନ୍ସ କଲେ ରାମଚରଣ

ମୁମ୍ବାଇ: ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ\' କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଆସନ୍ତା ୨୧ ତାରିଖରେ ଇଦ୍ ଅବସରରେ ମୁକ୍ତିଲାଭ କରିବ । ନିକଟରେ ଏହାର ଏକ ଗୀତ ରିଲିଜ୍ ହୋଇଛି, ଯେଉଁଥିରେ ସଲମାନଙ୍କ ସହ ସାଉଥ୍ ସୁପରଷ୍ଟାର ରାମଚରଣ…

ମୁକ୍ତେଶ୍ୱର ମନ୍ଦିରରେ ନୃତ୍ୟଶିଳ୍ପୀଙ୍କୁ ବାଡି ଧରି ଗୋଡେଇଲେ ପୂଜାରୀ

ଭୁବନେଶ୍ୱର: ଓଡ଼ିଶୀ ନୃ୍ତ୍ୟଶିଳ୍ପୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିରର ଜଣେ ପୂଜାରୀଙ୍କୁ ପୋଲିସ ଗିରଫ କରିଛି । ଗତକାଲି ସନ୍ଧ୍ୟାରେ ଏହି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଫଟୋ ସୁଟ କରୁଥିଲେ । ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାର ଭିଡିଓ ଭାଇରାଲ…

ଘର ଭିତରେ ଦମ୍ପତ୍ତି କରୁଥିଲେ ଗଞ୍ଜେଇ ଚାଷ: ପୋଲିସକୁ ଠକିବା ଉଦ୍ୟମ କରି ନିଜେ ଧରାପଡ଼ିଗଲେ

ଲଣ୍ଡନ: କଥାରେ ଅଛି, ଅପରାଧ ଛୋଟ ହେଉ କିମ୍ବା ବଡ, ଯିଏ କୌଣସି ଅପରାଧ କରେ, ସେ ଦିନେ ନା ଦିନେ ଧରାପଡ଼େ । ଏହାକୁ ଯେତେ ଲୁଚାଇବାକୁ ଉଦ୍ୟମ କଲେ ବି ଏହା ନିଶ୍ଚୟ ସାମ୍ନାକୁ ଆସିଥାଏ । ଏବେ ସେପରି ଏକ ଅପରାଧର ଖୁଲାସା ହୋଇଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଲଣ୍ଡନର ଜଣେ ବ୍ୟକ୍ତି…

ହଜାର ବର୍ଷର ପୁରୁଣା କୂଅ ଠାବ, ଏବେ ବି ଲୋକଙ୍କ ଶୋଷ ମେଣ୍ଟାଉଛି

ଯାଜପୁର : ହଜାର ବର୍ଷ ପୁରୁଣା କୂଅ । ଦେଖିଲେ କେହି କହିବେନି ଏତେ ପୁରୁଣା ବୋଲି । କେଉଁଠି ଗୋଟିଏ ହେଲେ ପଥର ଖସିନି କି ମାଟି ବି ଧସିନି । ଯେମିତି ଶକ୍ତ, ସେମିତି ସୁରକ୍ଷିତ । ଏବେ ବି ତାର ପାଣି ସ୍ୱଚ୍ଛ, ପାନୀୟ ଉପଯୋଗୀ । ମାଙ୍କଡା ପଥରରେ ତିଆରି ଏହି ପୁରୁଣା କୂଅ   ଏବେ ବି ଏଠିକା…

ଭଦ୍ରକ ନାଳିଆ ନଦୀରେ ବୁଡ଼ି ୩ ଛାତ୍ରଙ୍କର ଅକାଳ ମୃତ୍ୟୁ

ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ମଙ୍ଗଳବାର ଦିନ ଘଟି ଯାଇଛି ଏକ ବଡ଼ ଅଘଟଣ । ନାଳିଆ ନଦୀରେ ବୁଡ଼ି ଯିବାରୁ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସ୍ମୃତି ରଞ୍ଜନ ସ୍ବାଇଁ, ରଜତ କୁମାର ଜେନା, ପ୍ରଣୟ କୁମାର ଲେଙ୍କା । ସମସ୍ତ ୩ ଜଣ ମୃତକ କୋରକୋରା…

ସିକ୍କିମରେ ଭୟଙ୍କର ହିମସ୍ଖଳନରେ ୬ ପର୍ଯ୍ୟଟକ ମୃତ, ୧୫୦ ଜଣ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ: ସିକ୍କିମର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗ୍ୟାଙ୍ଗଟକରେ ମଙ୍ଗଳବାର ହିମସ୍ଖଳନ ହୋଇଛି । ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫୦ରୁ ଅଧିକ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ମୃତ୍ୟୁବରଣ କରିଥିବା ୬ ପର୍ଯ୍ୟଟକଙ୍କ ମଧ୍ୟରେ ୪ ଜଣ ପୁରୁଷ, ଜଣେ ମହିଳା ଓ ଏକ ଛୁଆ…

ଏପ୍ରିଲ ୬ରୁ ୧୪ ସାମାଜିକ ନ୍ୟାୟ ସପ୍ତାହ ପାଳିବ ବିଜେପି

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଇତି ମଧ୍ୟରେ ଅନୁସୂଚିତ ଜାତିର ଭୋଟର୍ସଙ୍କୁ ଟାଣବା ପାଇଁ ବିଜେପି ଏପ୍ରିଲ ୬ରୁ ୧୪ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ସପ୍ତାହ ପାଳିବ  । ବିଜେପି ରାଷ୍ଟ୍ରୀୟ ମହାମନ୍ତ୍ରୀ  ଦୁଷ୍ୟନ୍ତ ଗୌତମ …

ମୌଳିକ ସୁବିଧାରୁ ବଞ୍ଚିତ ଖୋଲିଭିତର ଗାଁ ; ପ୍ରଶାସନର ସହାୟତାକୁ ଅପେକ୍ଷା

ନୂଆପଡ଼ା : ଗାଁର ଚାରିପଟେ ଘେରି ରହିଛି ଜଙ୍ଗଲ । ପ୍ରତିଦିନ ବିପଦ ସଂଙ୍କୁଳ ରାସ୍ତା ଦେଇ ପାର୍‌ ହେଉଛନ୍ତି ଲୋକେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସୁବିଧା କଥା ନକହିବା ଭଲ । ଦୁର୍ବିସହ ଅଭିଶପ୍ତ ଜୀବନ କାଟୁଛନ୍ତି ଏହି ଦୁର୍ଗମ ଅଞ୍ଚଳ ବାସୀ । ଏଭଳି ଏକ ଗାଁ ହେଉଛି ବୋଡେ଼ନ ବ୍ଲକର…

ଆଗାମୀ ୩ ଘଣ୍ଟାରେ କାଳବୈଶାଖୀ ନେଇ ଖୋର୍ଦ୍ଧା, କଟକ ସହ ୧୩ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: କାଳବୈଶାଖୀ ନେଇ ୧୩ ଜିଲ୍ଲାକୁ ସତର୍କତା । ଆଗାମୀ ୩ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସହ ଝଡ଼ ପବନ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କତା ଅନୁସାରେ, ଆଗାମୀ ୩ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସହ…