Latest Odisha News

BREAKING NEWS

କଲେଜରେ ହୁଏ ବାହାଘର: ଜୁନିୟର ଛାତ୍ରୀଛାତ୍ର କରାନ୍ତି ସିନିୟରଙ୍କ ବିବାହ

ଲାହୋର: ସମୟ ବଦଳିବା ସହ ଲୋକଙ୍କ ମାନସିକତା ଓ ଚଳଣିରେ ଅନେକ ପରିବର୍ତ୍ତନ ଆସିଛି । ବିଶେଷକରିି ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ ପଦ୍ଧତିରେ ଅନେକ ନୂଆ ନୂଆ ଧାରା ପ୍ରୟୋଗ ଦେଖିବାକୁ ମିଳିଛି । ତେବେ ଏମିତି ଏକ ବାହାଘର କଥା କହୁଛୁ ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।…

ବିଜେପୁର ହତ୍ୟା ମାମଲାରେ ଜୟନାରାୟଣଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ୨୦୧୮ ବରଗଡ଼ ସୋହେଲାରେ ବିଜେଡି ନେତାଙ୍କୁ ହତ୍ୟା ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଶ୍ୱସ୍ତି ମିଳିଛି । ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟ ଜୟନାରାୟଣ ମିଶ୍ରଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ବିଜେଡି ନେତା ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ଜୟନାରାୟଣଙ୍କ…

ଟାଟା କଞ୍ଜୁମର ପ୍ରଡକ୍ଟସ କିଣିବ ନାହିଁ ବିସଲେରୀ କମ୍ପାନୀ

ନୂଆଦିଲ୍ଲୀ: ଟାଟା କଞ୍ଜୁମର ପ୍ରଡକ୍ଟସ ଶୁକ୍ରବାର ବିସଲେରୀ କମ୍ପାନୀ କିଣିବ ନାହିଁ ବୋଲି ସ୍ପଷ୍ଟ କରିଛି । ଇକୋନୋମିକ ଟାଇମ୍ସରେ ଗତବର୍ଷ ନଭେମ୍ବରରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଟାଟା ଗ୍ରୁପ ଲୋକପ୍ରିୟ ମିନରାଲ ୱାଟର କମ୍ପାନୀ ବିସଲେରୀକୁ କ୍ରୟ କରିବା ପାଇଁ ଯୋଜନା କରୁଛି । ବିସଲେରୀ…

JSWର ଉତ୍କଳ ଷ୍ଟିଲ୍ ପେଲେଟ୍ କାରଖାନା ପାଇଁ ହେଲା ଭୂମି ପୂଜନ

ପାରାଦୀପ: ଢିଙ୍କିଆ ଚାରିଦେଶରେ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଜିନ୍ଦଲ ଉତ୍କଳ ଷ୍ଟିଲ କାରଖାନା କାର୍ଯ୍ୟ । ଆଜି ଠାରୁ ପାଇଲିଂ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ପେଲେଟ ପ୍ଲାଣ୍ଟର କାର୍ଯ୍ୟ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୟୁନିଟ୍…

ରାହୁଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ମୁମ୍ବାଇ: ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ଲୋ ସ୍କୋରିଂ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ପ୍ରାରମ୍ଭୀକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ କେଏଲ ରାହୁଲଙ୍କ ଚମତ୍କାର ଅର୍ଦ୍ଧଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଭାରତ…

ଟିପିଏସ୍ଓଡିଏଲ୍ ପକ୍ଷରୁ ଅଟିଜିମ ଚିହ୍ନଟ ଓ ନିରୋଧୀ ଅଭିଯାନ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ପେ’ ଅଟେନ୍‌ସନ ଅଭିଯାନ ଅଧୀନରେ ଅଟିଜିମ୍‌ର ଆଗୁଆ ଚିହ୍ନଟ ଓ ଯତ୍ନ ଉପରେ ଦୁଇ ଦିନିଆ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ…

ଏନଟିଆର ୩୦ରେ ସୈଫ ହେବେ ଖଳନାୟକ

ମାଡ୍ରାସ: ଆରଆରଆରର ସଫଳତା ପରେ ଜୁନିୟର ଏନଟିଆର ତାଙ୍କର ଆଗାମୀ ଫିଲ୍ମ ଏନଟିଆର ୩୦ (ନାମକରଣ ହୋଇନି) ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କୋରତାଲା ଶିବା ନିର୍ଦ୍ଦେଶିତ ଏହି ଫିଲ୍ମରେ ଶୁକ୍ରବାର ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସୈଫ ଅଲୀ…

‘ହେରାଫେରୀ-୩’ରେ ସଞ୍ଜୟ ଦତ୍ତଙ୍କ ଏଣ୍ଟ୍ରି

ମୁମ୍ବାଇ: ଫିଲ୍ମ ହେରାଫେରୀ-୩ରେ ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ଏଣ୍ଟ୍ରି କରିଛନ୍ତି । ଏଥିରେ ସେ ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ଅକ୍ଷୟ କୁମାର ଏବଂ ସୁନୀଲ ସେଟ୍ଟୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ହେରା ଫେରି’ ର ଏକ ଅଂଶ ହୋଇଛନ୍ତି ବୋଲି ନିଜେ ସଞ୍ଜୟ ସ୍ପଷ୍ଟ…

‘ଓଡ଼ିଶାରେ ମହିଳା ସଶକ୍ତ’, କେନ୍ଦ୍ର ଦେଲା ସାର୍ଟିଫିକେଟ !

ଭୁବନେଶ୍ୱର: ନିର୍ବାଚନ ଆସନ୍ନ ଥିବାରୁ ବିଜେଡି ପୁଣି ମହିଳାଙ୍କୁ ଫୋକସ କରିବା ପ୍ରକ୍ରିୟାକୁ ଜୋରଦାର କରିଛି। ଏଥିରେ ଦଳକୁ ବେଶ ସହାୟକ ହୋଇଛି ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ ରିପୋର୍ଟ। ଓଡ଼ିଶାର ୮୭ ପ୍ରତିଶତ ମହିଳାଙ୍କ ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ଥିବା ସହ ସେମାନେ ଏହାକୁ ବ୍ୟବହାର…

କୋହଲିଙ୍କୁ ଅଣଦେଖା କରୁଛନ୍ତି କି ହାର୍ଦ୍ଦିକ ?

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ରୋହିତ ଶର୍ମା ଖେଳୁ ନାହାନ୍ତି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ପ୍ରଥମ ମ୍ୟାଚ ଅବସରରେ ହାର୍ଦ୍ଦିକ ସମ୍ପୂର୍ଣ୍ଣ ଭାବେ କୋହଲିଙ୍କୁ ଅଣଦେଖା କରୁଥିବା ଦେଖିବାକୁ…