ସ୍ପା କରିବାକୁ ଗୋଟେ ଦେଶରୁ ଅନ୍ୟ ଦେଶକୁ ଯାଆନ୍ତି ଯୁବକ
ବ୍ରିଟେନ୍: ସାଧାରଣତଃ ଅଧିକାଂଶ ଲୋକ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଭ୍ରମଣ କରିବାକୁ ଯାଇଥାନ୍ତି । କିନ୍ତୁ ବ୍ରିଟେନ୍ର ଜଣେ ଯୁବକ କେବଳ ସ୍ପା ପାଇଁ ନିୟମିତ ବିମାନରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇ ଚର୍ଚ୍ଚାକୁ ଆସିଛନ୍ତି ।
ବ୍ରିଟେନରେ ରହୁଥିବା କାଲୁମ୍ ରିୟାନ୍ ନାମକ ଜଣେ ଯୁବକ…