Latest Odisha News

BREAKING NEWS

ଜେଲ୍ ଗଲେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡା (ରୋଶନ):  ଜେଲ ଗଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ। ଏଏସଆଇ ଚାକିରିରୁ ସୋମବାର ବରଖାସ୍ତ ହେବା ସହ ସେ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଗରେ କହିଥିବା ସୂଚନା ରହିଛି। ସୋମବାର ଗିରଫ କରାଯିବା ପରେ ଗୋପାଳଙ୍କୁ ଝାରସୁଗୁଡା…

ଘରୋଇ ଟିଭି ଚ୍ୟାନେଲର ଲୋକସେବା କାର୍ଯ୍ୟକ୍ରମ ପାଇଁ ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତରେ ଟେଲିଭିଜନ ଚାନେଲର ଅପଲିଙ୍କିଙ୍ଗ ଓ ଡାଉନଲିଙ୍କିଙ୍ଗ ପାଇଁ ମାର୍ଗଦର୍ଶିକା’’ ଜାରି କରାଯାଇଛି। ଏହି ମାର୍ଗଦର୍ଶିକା ସହିତ ଅନ୍ୟାନ୍ୟ ନିୟମ ରହିଛି ଯାହାକୁ ପାଳନ କରିବା ଲାଗି ଘରୋଇ ଟିଭି ଚାନେଲମାନେ ଉତ୍ତରଦାୟୀ ରହିବେ ।…

ପିକଅପ ଓଲଟି ୧୭ ଗୁରୁତର, ଡ୍ରାଇଭର ଫେରାର

ଭବାନୀପାଟଣା (ରଜନୀକାନ୍ତ ମିଶ୍ର): ପିକଅପ ଓଲଟି ୧୭ ଗୁରୁତର। ଜୁନାଗଡ଼ ଥାନା ଅନ୍ତର୍ଗତ ମୁଣ୍ଡରାଗୁଡା ଛକ ନିକଟରେ ଆଜି ସଂଧ୍ୟାରେ ଏକ ପିକଅପ ଗାଡି ଓଲଟି ପଡିବାରୁ ଦୁର୍ଘଟଣା ଘଟିଛି। ପିକଅପରେ ଥିବା ୧୭ ଜଣ ଯାତ୍ରୀ ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତରଙ୍କ…

ଧର୍ମାନ୍ତରୀକରଣ ଆଇନକୁ ବିରୋଧ କରି ହୋଇଥିବା ଆବେଦର ଶୁଣାଣି ଫେବ୍ରୁଆରୀ ୩କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ଧର୍ମାନ୍ତରୀକରଣ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଫେବ୍ରୁଆରୀ ୩କୁ ଘୁଞ୍ଚାଇଲେ କୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଆଜି ମାମଲାରେ ମତ ରଖିଥିଲେ।  ଧର୍ମାନ୍ତରୀକରଣ ଆଇନକୁ…

ଦୁର୍ଘଟଣା ପରେ ଟ୍ରକ ସହ ହୁତୁ ହୁତୁ ହୋଇ ଜଳିଗଲେ ଡ୍ରାଇଭର

ଢେଙ୍କାନାଳ (ଆଶୁତୋଷ ପଟ୍ଟନାୟକ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିନସ୍ଥ ୫୩ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ 12 ଚକିଆ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହାପରେ ଟ୍ରକ ସହ ହୁତୁ ହୁତୁ ହୋଇ ଜଳିଯାଇଛନ୍ତି ଟ୍ରକ ଡ୍ରାଇଭର। ବଡଝରା…

ଏପ୍ରିଲ ପହିଲାରୁ ରାସ୍ତାରେ ଗଡ଼ିବ ନାହିଁ ୯ ଲକ୍ଷ ପୁରୁଣା ସରକାରୀ ଗାଡ଼ି: ଗଡକରୀ

ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଏପ୍ରିଲ ୧ ରୁ ପନ୍ଦର ବର୍ଷରୁ ଅଧିକ ପୁରୁଣା ହୋଇଥିବା ୯ ଲକ୍ଷ ସରକାରୀ ଗାଡି ରାସ୍ତାରେ ଆଉ ଗଡିବ ନାହିଁ। ଏହି ଗାଡି ସ୍ଥାନରେ ନୂଆ ଗାଡି ଚାଲିବ। ଏହି ଗାଡିଗୁଡିକ କେନ୍ଦ୍ର ଏବଂ ରାଜ୍ୟ ସରକାର, ପରିବହନ…

ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲା: ବିରୋଧୀ ଘେରିବା ପରେ କୋର୍ଟକୁ ସରକାରଙ୍କ ଚିଠି

ଭୁବନେଶ୍ୱର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲାରେ ହାଇକୋର୍ଟକୁ ରାଜ୍ୟ ସରକାର ଏକ ଚିଠି ଲେଖିଛନ୍ତି। ରେଜିଷ୍ଟାରଙ୍କୁ ସରକାର ଚିଠି ଲେଖି ଏହି ମାମଲାର ଚାଲିଥିବା କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ମନିଟରିଂ କରିବାକୁ ନିବେଦନ କରାଯାଇଛି। ତଦନ୍ତର ସ୍ୱଚ୍ଛତା ପାଇଁ ଜଣେ ବିଚାରପତି…

ବିବିସି ଡକ୍ୟୁମେଣ୍ଟାରୀ ବିବାଦ, କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଆଇଏଲ

ନୂଆଦିଲ୍ଲୀ: ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ବିବିସି ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି। ଯେଉଁଥିରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ନେଇ ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ହୋଇଛି। କେନ୍ଦ୍ର ସରକାର ଏହି ଡକ୍ୟୁମେଣ୍ଟାରୀ ଉପରେ ରୋକ୍ ଲଗାଇଛି। ହେଲେ ଅନେକ ସ୍ଥାନରେ ବିଜେପି…

ନବ ଦାସଙ୍କୁ ଗୁଳି କରିଥିବା ମାନିଲା ଗୋପାଳ ଦାସ: କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଗୋପାଳ ମାନିଲା ଗୁଳି କରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା କଥା ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସ ମାନିଛି । ଏକଥା ଗଣମାଧ୍ୟମକୁ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ସୋମବାର ଅପରାହଣରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଗିରଫ…

କିଟ୍‍ ଓ ଭାରତୀୟ ରଗ୍‍ବୀ ସଂଘ ମଧ୍ୟରେ ଚୁକ୍ତି ସ୍ୱାକ୍ଷର

ଭୁବନେଶ୍ୱର: ରଗବୀର ପ୍ରଚାର ଓ ପ୍ରସାର ନିମନ୍ତେ କିଟ୍‍ ଓ କିସ୍‍ ଏବଂ ଭାରତୀୟ ରଗ୍‍ବୀ ସଂଘ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । କିଟ୍‍ ହେଉଛି ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଯିଏ କି ରଗବୀ ଇଣ୍ଡିଆର ପ୍ରାୟୋଜକ ହୋଇ ପାରିଛି । ପୂର୍ବରୁ ୩ବର୍ଷ ପାଇଁ କିଟ୍‍ ଓ କିସ୍‍ ଏବଂ…