ଆଇସିସି ଦିନିକିଆ ବିଶ୍ୱକପ: ୭ ଟିମ ସିଧାସଳଖ ହାସଲ କଲେ ଯୋଗ୍ୟତା
ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଆଜି ୭ଟିମ ବିଧିବଦ୍ଧ ଭାବେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି । ଏଡି ଟିମଗୁଡିକ ହେଲେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଭାରତ, ବାଂଲାଦେଶ, ପାକିସ୍ତାନ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ । ଆଉ ଗୋଟିଏ ସ୍ଥାନ ପାଇଁ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା,…