Latest Odisha News

BREAKING NEWS

ମାତ୍ର ୮୦ ଟଙ୍କା ପାଇଁ କପିଲ ଶର୍ମାଙ୍କ ହୋଇଥିଲା ବ୍ରେକଅପ୍

ମୁମ୍ବାଇ: ବଲିଉଡ଼ର ହାସ୍ୟ ଅଭିନେତାଙ୍କ ମଧ୍ୟରୁ କପିଲ ଶର୍ମା ହେଉଛନ୍ତି ଅନ୍ୟତମ । ଭଲ ଗୀତ ଗାଇବା ସହ ଅଭିନୟ ମଧ୍ୟ କରି ପାରନ୍ତି କପିଲ । ୨୦୧୮ ମସିହାରେ ସେ ଗିନ୍ନି ଚାଟ୍ରାଥଙ୍କୁ ବିବାହ କରିଥିଲେ । କିନ୍ତୁ ଗିନ୍ନିଙ୍କୁ ବିବାହ କରିବା ପୂର୍ବରୁ କପିଲ ଟିଭି ପ୍ରଡ଼୍ୟୁସର ପ୍ରୀତି ସିମୋସଙ୍କୁ…

ଏଣିକି ସ୍ମାର୍ଟ ପାର୍କିଂ: ଅନ ଲାଇନରେ କରିବେ ବୁକିଂ, ହ୍ଵାଟ୍ସଅପରେ ଆସିବ ବିଲ

ଲକ୍ଷ୍ନୌ:ଅନ ଲାଇନରେ କରିବେ ଗାଡି ପାର୍କିଂ । ହ୍ଵାଟ୍ସଅପରେ ଆସିବ ବିଲ । ଘଣ୍ଟା ମିନିଟର ହିସାବ କରି ଗଣିବେ ଫି । ଏମିତି ଡିଜିଟାଲ ପାର୍କିଂ ଆରମ୍ଭ ହୋଇଛି ଉତ୍ତରପ୍ରଦେଶରେ । ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସମେତ ସବୁ ପ୍ରମୁଖ ସହରରେ ଏବେ ସ୍ମାର୍ଟ ପାର୍କିଂ ସିଷ୍ଟମ କାର୍ଯ୍ୟକାରୀ…

ୟୁକ୍ରେନକୁ ଚୋରାରେ ରକେଟ ସପ୍ଲାଇ କରୁଛି କି ପାକିସ୍ତାନ ?

କୀଭ:ରୁଷ-ୟୁକ୍ରେନ ଯୁଦ୍ଧରୁ ଫାଇଦା ନେବାକୁ ଚେଷ୍ଟା କରୁଛି ପାକିସ୍ତାନ । ରିପୋର୍ଟ ମୁତାବକ ପାକିସ୍ତାନ ସରକାର ଚୋରାରେ ୟୁକ୍ରେନକୁ ରକେଟ ସପ୍ଲାଇ କରୁଛି । ଜର୍ମାନୀ ଓ ପୋଲାଣ୍ଡ ରାସ୍ତା ଦେଇ ପାକିସ୍ତାନ ୧୦ ହଜାର ରକେଟ ପଠାଇଥିବା ଅନୁମାନ କରାଯାଉଛି । ରୁଷ ପକ୍ଷରୁ ଏ ନେଇ କୌଣସି ବୟାନ…

ଭାଲେଣ୍ଟାଇନ୍ ଡ଼େ ପୂର୍ବରୁ ଗୋଲାପ ଆମଦାନୀ ବନ୍ଦ

ଭାଲେଣ୍ଟାଇନ୍ସ ଡ଼େ ପାଳନ ପାଇଁ ଏବେକାର ଯୁବପିଢୀଙ୍କ ଭିତରେ ଭରପୂର ଉତ୍ସାହ । ସେଥିପାଇଁ ପ୍ରେମୀଯୁଗଳମାନେ କେତେ କ’ଣ ଯୋଜନା କରିଛନ୍ତି । ତେବେ ନେପାଳରେ ରହୁଥିବା ପ୍ରେମୀଯୁଗଳଙ୍କ ପାଇଁ ଖଟକା ଖବର । ଭାଲେଣ୍ଟାଇନ୍ସ ଡ଼େକୁ ଆଖିରେ ରଖି ନେପାଳ ସରକାର ଭାରତ ଓ ଚୀନ୍‌ରୁ ଗୋଲାପ ଆମଦାନୀକୁ…

ପଠାନ୍ ବେଶରେ ମେକ୍‌ଅପ୍ ନେଇ ଚର୍ଚ୍ଚାରେ ମହିଳା

ବଲିଉଡ଼ ବାଦ୍‌ଶାହା ଶାହରୁଖ ଖାଁଙ୍କ ଅଭିନିତ ଫିଲ୍ମ ‘ପଠାନ୍‌’ ହଲରେ ଏବେ ରାଜ କରୁଛି । ଏହା ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରି ରେକର୍ଡ଼ ଭାଙ୍ଗି ସାରିଲାଣି । ଏହି ଫିଲ୍ମରେ ଶାହାରୁଖଙ୍କ ଲୁକ୍‌କୁ ନେଇ ମଧ୍ୟ ଚାରିଆଡ଼େ ଚର୍ଚ୍ଚା । ଲମ୍ବା ଲମ୍ବା କେଶ ସାଙ୍ଗକୁ ଧାଡ଼ିକୁ ପ୍ରଶଂସକମାନେ ବେଶ୍…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ କମାଲ କଲେ ଆର.ମାଧବନଙ୍କ ପୁଅ ବେଦାନ୍ତ

ଭୋପାଳ: ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ବଲିଉଡର ଲୋକପ୍ରିୟ ଅଭିନେତା ଆର.ମାଧବନଙ୍କ ପୁତ୍ର ବେଦାନ୍ତ ମାଧବନ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ୫ଟି ସ୍ୱର୍ଣ୍ଣ ଓ ୨ ରୌପ୍ୟ ପଦକ ଜିତିଛନ୍ତି । ମାଧବନ ପୁଅର ସଫଳତାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ବେଦାନ୍ତ ପକେଇଥିବା ସମସ୍ତ ପଦକର ଫଟୋ…

ପୁଣି ଅଶାନ୍ତ ବାଣୀବିହାର କ୍ୟାମ୍ପସ୍, ଜେଏନୟୁ ପ୍ରଫେସରଙ୍କୁ ମାଡ଼

ଭୁବନେଶ୍ୱର: ପୁଣି ଅଶାନ୍ତ ବାଣୀବିହାର ପରିସର। ଉତ୍କଳ ବିଶ୍ୱବିଦ୍ୟାଳୟ ଧୀରେ ଧୀରେ ପାଲଟୁଛି ଜେଏନୟୁ। ବାଣୀବିହାର କ୍ୟାମ୍ପସରେ ଜେଏନୟୁ ପ୍ରଫେସରଙ୍କୁ ମାଡ଼ । ଉତ୍କଳ ବିଶ୍ବବିଦ୍ୟାଳୟର ଆଲୋଚନା ଚକ୍ରରେ ଜେଏନୟୁ ପ୍ରଫେସରକୁ ମାଡ଼ ମାରିଛନ୍ତି ଗୋଟିଏ ଗୋଷ୍ଠୀର ଛାତ୍ର । ଆକ୍ରମଣରେ ଆହତ…

ପୋଖରୀରେ ବୁଡି ୧୨ ବର୍ଷର ବାଳକ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଲୁଅଝରଣ ଗାଁରେ ଅଘଟଣ। ପୋଖରୀରେ ବୁଡ଼ି ୧୨ବର୍ଷ ବାଳକର ମୃତ୍ୟୁ ହୋଇଛି। ମୃତ ବାଳକ ଜଣକ ସୁରେଶ ବିଶ୍ୱାଳଙ୍କ ପୁଅ ଆଶୁତୋଷ ବିଶ୍ଵାଳ। ଆଶୁତୋଷ ଆଜି ଦିନ ୧ଟା ସମୟରେ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲା। ହେଲେ ହଠାତ୍…

୧୦ ଟଙ୍କିଆ ନୋଟ୍‌ରେ ପ୍ରେମପତ୍ର

ହେଡ଼ିଂ ପଢି ଟିକେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ଏମିତି ଏକ ପ୍ରେମପତ୍ର ସୋସିଆଲ ମିଡ଼ିଆରେ ଏବେ ବେଶ୍ ଭାଇରାଲ ହୋଇଛି । ନିଜ ବିବାହରେ ଖୁସି ନ ଥିବା ଜଣେ ପ୍ରେମିକା ନିଜ ପ୍ରେମିକଙ୍କ ପାଖକୁ ୧୦ ଟଙ୍କିଆ ନୋଟ୍‌ରେ ପ୍ରେମପତ୍ର ପଠାଇଛନ୍ତି । ବିବାହ ମଣ୍ଡପରୁ ଉଠାଇ ନେବାକୁ ନିଜର ମନକଥାକୁ…

କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟକୁ ମିିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟକୁ ମିଳିଲା ବିଶ୍ୱବିଦ୍ୟାଳୟର ମାନ୍ୟତା । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି । ମୁଖ୍ୟମନ୍ତ୍ରୀ ସୋମବାର କେନ୍ଦୁଝର ଜିଲା ଗସ୍ତରେ ଆସୁଥିବା ବେଳେ…