ଏମିତି ଗାଁ ସମସ୍ତଙ୍କ ଘରେ ରହିଛି ବିମାନ
କାଲିଫର୍ଣ୍ଣିଆ: ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଖରେ ନିଜର ଗାଡି ଅଛି । ଆଜିକାଲି ପ୍ରତ୍ୟେକ ଘରେ ଏକ ବାଇକ୍ କିମ୍ବା କାର୍ ମିଳୁଛି । ଏମିତି ବି କିଛି ଲୋକ ଥିବେ ଯେଉଁମାନଙ୍କର ଚାର୍ଟାର୍ଡ ବିମାନ ମଧ୍ୟ ଅଛି । କିନ୍ତୁ ଏହି ଦୁନିଆରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ପ୍ରତ୍ୟେକ…