ନିଧି ଗର୍ଗଙ୍କ ଅନୂଦିତ ପୁସ୍ତକ ‘ବୁଦ୍ଧମ୍ ଶରଣମ୍’ ରାଜ୍ଯପାଳଙ୍କ ଦ୍ଵାରା ଉନ୍ମୋଚିତ
ଭୁବନେଶ୍ବର : ନିଧି ଗର୍ଗଙ୍କ ଅନୂଦିତ ପୁସ୍ତକ 'ବୁଦ୍ଧମ୍ ଶରଣମ୍' ରାଜ୍ୟପାଳ ଗଣେଶୀ ଲାଲଙ୍କ କର କମଳରେ ରାଜ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଅନୁବାଦିକାଙ୍କ ସହ ନମ୍ରତା ଚଢା, ବିଜୟ ଗର୍ଗ, ରାକେଶ ଗର୍ଗ ଏବଂ ସୁରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।…