Latest Odisha News

BREAKING NEWS

ପାକିସ୍ତାନକୁ ଆଇଏମଏଫ୍ ଝଟକା: ଋଣ ଦେବାକୁ ରଖିଲା ବଡ଼ ସର୍ତ୍ତ

ଇସଲାମାବାଦ: ଅନ୍ତର୍ଜାତୀୟ ମୁ୍ଦ୍ରାପାଣ୍ଠି ବା ଆଇଏମଏଫ ପାକିସ୍ତାନକୁ ଋଣ ଦେବାକୁ ମନା କରିଦେଇଛି। ଦେବାଳିଆ ପରିସ୍ଥିତିର ସାମ୍ନା କରୁଥିବା ପାକିସ୍ତାନ ଆଇଏମଏଠୁ ଋଣ ପାଇଁ ଆବେଦନ କରିଥିଲା। ଏହି ସମୟରେ ପାକିସ୍ତାନକୁ ଋଣ ଦେବାକୁ ମନା କରିଦେଇଛି ଆଇଏମଏଫ। ଯଦି ଋଣ ପ୍ରଦାନ କରିବ ତାହେଲେ…

୯୧ ବର୍ଷ ବୟସରେ ଚାନ୍ଦବାଲିର ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ପରଲୋକ

ଭଦ୍ରକ: ଚାନ୍ଦବାଲିର ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ପରଲୋକ ଘଟିଛି । ଆଜି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଗଙ୍ଗାଧର । ଆଜି ସକାଳୁ ଗଙ୍ଗାଧର ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ପ୍ରଥମେ ତିହିଡ଼ି ଗୋଷ୍ଠୀ…

କିଏ ହେବ ଭାରତୀୟ ହକି ଟିମର କୋଚ ?

ନୂଆଦିଲ୍ଲୀ: ବିଶ୍ୱକପ ହକିର ସମାପ୍ତ ପରେ ଭାରତ ପୁରୁଷ ସିନିୟର ଟିମର କୋଚ ପଦରୁ ଗ୍ରାହାମ ରିଡ ଇସ୍ତଫା ଦେଇଥିଲେ । ଓଡିଶାରେ ଅନୁଷ୍ଠିତ ବିଶ୍ୱକପରେ ଭାରତ ଟାଇଟଲ ହାସଲ କରିବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ ମଧ୍ୟ ଭାରତ ୯ମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଭାରତୀୟ ଦଳର ପ୍ରଦର୍ଶନ ନେଇ…

ଆଦାନୀ ଗ୍ରୁପକୁ କେଉଁ ବ୍ୟାଙ୍କ ସର୍ବାଧିକ ଋଣ ଦେଇଛି?

ନୂଆଦିଲ୍ଲୀ: ଆମେରିକାର ହିଣ୍ଡେନବର୍ଗର ରିପୋର୍ଟକୁ ନେଇ ବଡ଼ ଅଡୁଆରେ ଆଦାନୀ ଗ୍ରୁପ।। ଅନ୍ତର୍ଜାତୀୟ ସ୍ତରରେ ଆଦାନୀଙ୍କ କମ୍ପାନୀର ସେୟାର ମୂଲ୍ୟ କମୁଥିବା ଦେଖି ଆରବିଆଇ ବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଭିନ୍ନ ବ୍ୟାଙ୍କକୁ ହିସାବ ମାଗିଛି। କେଉଁ ବ୍ୟାଙ୍କ କେତେ ଟଙ୍କା ଋଣ ପ୍ରଦାନ…

ଏମ୍‌ସ ଭୁବନେଶ୍ୱରର ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ନେଲେ ଡ. ଦିଲ୍ଲୀପ କୁମାର ପରିଡ଼ା

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଚିକିତ୍ସକ ତଥା ରେଡିଏସନ୍‌ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡ. ଦିଲ୍ଲୀପ କୁମାର ପରିଡ଼ା । ଏହି ଅବସରରେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡ. ଆଶୁତୋଷ ବିଶ୍ବାସ,…

ପୁଅ ଗିରଫକୁ ନେଇ ଡିଜିପିଙ୍କୁ ଟାଣିଲେ ସାଲୁଜା

ଭୁବନେଶ୍ୱର: କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅକୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁସାରେ, ସାଲୁଜାଙ୍କ ପୁଅ ସେଜି ଅନ୍ୟ ସାଙ୍ଗମାନଙ୍କ ସହ ମିଶି ସିନେମା ହଲରେ ଗଣ୍ଡଗୋଳ କରିଥିଲେ । ଯେଉଁଥିପାଇଁ ପୋଲିସ ସେଜିଙ୍କ ସହ ୬ ଜଣଙ୍କୁ ଗିରଫ କରିଛି । ପୁଅ ସହ ୬ ଜଣଙ୍କୁ…

ଦିଲ୍ଲୀ ଅବକାରୀ ଦୁର୍ନୀତିର ଟଙ୍କା ଲାଗିଥିଲା ଗୋଆ ନିର୍ବାଚନରେ: ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦ୍ବିତୀୟ ଚାର୍ଜସିଟ ଦାଖଲ କରିଛି। କିଛି ମିଡିଆରେ ପ୍ରକାଶ ପାଇଥିବା ଏହି ଇଡିକୁ ନେଇ ଏବେ ଦିଲ୍ଲୀ ରାଜନୀତି ସରଗରମ ହୋଇଛି। ଚାର୍ଜସିଟ୍ ଅନୁଯାୟୀ ଦିଲ୍ଲୀର ହୋଇଥିବା ଅବକାରୀ ଦୁର୍ନୀତିରୁ ଆୟ ହୋଇଥିବା ଟଙ୍କା ଗୋଆ ନିର୍ବାଚନରେ ଆମ୍…

ଏଠାରେ ଗୋରା ପିଲା ଜନ୍ମ ହେଲେ ସଙ୍ଗେ ସଙ୍ଗେ କରି ଦିଆଯାଏ ହତ୍ୟା

ନୂଆଦିଲ୍ଲୀ: ସଦ୍ୟଜାତ ଶିଶୁକୁ ଆମ ସଭ୍ୟତାରେ ଭଗବାନଙ୍କ ରୂପ ଭାବେ ବିବେଚନା କରାଯାଏ । ଶିଶୁର ରଙ୍ଗ, ରୂପ ନେଇ କେବେ ଭେଦ ଭାବ କରାଯାଏନି । ତଥାପି ଏ ଭଳି ଏକ ତଥ୍ୟ ଆମେ ଆପଣଙ୍କୁ ଦେଉଛି ଯାହାକି ଏକ ଚିନ୍ତାର ବିଷୟ । ଆଣ୍ଡାମାନ ନିକୋବର ଦ୍ୱୀପପୁଂଜରେ ରହୁଥିବା ଜାରୱା ଜାନଜାତିଙ୍କ…

ତାଲିମ ଏବଂ ଦକ୍ଷତା ବିକାଶ ପାଇଁ ଆରଏସପି ଓ ଏନଆଇଟି ମଧ୍ଯରେ ଏମଓୟୁ

ସୁନ୍ଦରଗଡ: ଟେକ୍ନୋଲୋଜି ଦ୍ୱାରା କିଛି ନୂଆ କରିବା ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ତାଲିମ ସହିତ ଦକ୍ଷତା ବିକାଶ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆରଏସପି) ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି) ରାଉରକେଲା ମଧ୍ୟରେ ଏକ ବୁଝାମଣାପତ୍ର ବା ଏମଓୟୁ ସ୍ୱାକ୍ଷରିତ…

ଖଣ୍ଡ ଖଣ୍ଡ କାଗଜ ଖୋଲିବ ଗୋପାଳ ଗୁଳିର ଗୁମର ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ଗୋପାଳ ? ଗୁଳି ପଛର କାରଣ ବ୍ୟକ୍ତିଗତ ଶତ୍ରୁତା ନା ଆଉ କିଛି ? ନବଙ୍କୁ ମାରିବା ଲାଗି ଗୋପାଳଙ୍କୁ କିଏ ଦେଇଥିଲା କି ସୁପାରି ? ନା ପ୍ରକୃତରେ ଗୋପାଳ ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଭିଆଇଛନ୍ତି । ଯଦି ହଁ ସେ…