‘ହମ୍ ରହେ ନା ରହେ ହମ୍’ ରେ ନଜର ଆସିବେ ଟିନା
ମୁମ୍ବାଇ: ବିଗ୍ବସ ସିଜନ୍ ୧୬ର ପତିଯୋଗୀ ସାଜିଥିବା ଅଭିନେତ୍ରୀ ଟିନା ଦତ୍ତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ବିଗ୍ବସ ଘରୁ ବାହାରିବା ପରେ ତାଙ୍କୁ ଅନେକ ଅଫର ମିଳିଛି । ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ନୂଆ ଧାରାବାହିକ ‘ହମ୍ ରହେ ନା ରହେ ହମ୍’ରେ ମୁଖ୍ୟ…