ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଆଥିୟା-କେ.ଏଲ ରାହୁଲ, ଚାଲିଛି ପ୍ରସ୍ତୁତି..
ନୂଆଦିଲ୍ଲୀ : ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଅଥିୟା ସେଟ୍ଟି ଓ କ୍ରିକେଟର କେ.ଏଲ ରାହୁଲ । ସାମ୍ନାକୁ ଆସିଲା ବିବାହ ତାରିଖ । ଖଣ୍ଡାଲାରେ ୩ ଦିନ ଧରି ଚାଲିବ ଦୁହିଁଙ୍କ ବିବାହ ଉତ୍ସବ । ବିବାହରେ ଯୋଗଦେବେ ବଲିଉଡ ଏବଂ କ୍ରିକେଟର ନାମୀ ଦାମୀ ତାରକା । ଏହି ତାରକା…