Latest Odisha News

BREAKING NEWS

ଖାଲକୁ ଖସିପଡ଼ିଲା  ୪୮ ଯାତ୍ରୀଙ୍କୁ ନେଇ ଦ୍ରୁତ ଗତିରେ ଯାଉଥିବା ବସ୍‌, ୩୯ ମୃତ

ଇସ୍‌ଲାମାବାଦ: ଦ୍ରୁତ ଗତିରେ ଯାଉଥିବା ବସ୍‌ ଖାଲ ଭିତରକୁ ଖସିପଡିବାରୁ ୩୯ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ରବିବାର ସକାଳେ ପାକିସ୍ତାନ ବଲୋଚିସ୍ତାନର ଲାସ୍‌ବେଲା ଠାରେ ଏହି ଦୁର୍ଘଟଣା ଘଟିଛି। ପାକିସ୍ତାନ ଗଣମାଧ୍ୟମ ଦି ଡନ୍‌ର ରିପୋର୍ଟ ଅନୁସାରେ, ୪୮ ଯାତ୍ରୀଙ୍କୁ ଧରି ବସ୍‌ଟି କ୍ୱେଟ୍ଟାରୁ…

୨୦୨୪ରେ ତାମିଲନାଡୁରୁୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦି !

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ କରମ କସିଲେଣି ସବୁ ରାଜନୈତିକ ଦଳ । ନିଜ ନିଜ ଆକାଂକ୍ଷୀ ଆସନରେ ପତିଆରା ଦେଖାଇଲେଣି ନେତା । କିଏ କେଉଁ ଆସନରୁ ଲଢିବେ ସେଥିନେଇ ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କକଷା । ଯଦି ବିଜେପି ଆସନ୍ତା ନିର୍ବାଚନରେ ବହୁମତ ପାଏ ତେବେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି…

ଭାଇରାଲ ହେଉଛି ବ୍ୟକ୍ତିଗତ ଲାଇବ୍ରେରୀ, ଯେଉଁଥିରେ ରହିଛି ୩୨ହଜାରରୁ ଅଧିକ ପୁସ୍ତକ

କୁହାଯାଏ ଯେଉଁମାନେ ପୁସ୍ତକକୁ ବନ୍ଧୁ କରନ୍ତି ସେମାନେ ନୂଆ ଇତିହାସ ସୃଷ୍ଟି କରନ୍ତି । ପୁସ୍ତକରେ ସବୁ ସମସ୍ୟାର ସମାଧାନ ଥାଏ । ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ବହି ପଢିବାକୁ ଭଲ ପାଆନ୍ତି  । ସେମାନଙ୍କ ମଧ୍ୟରୁ କିଛି ଲୋକ ଅଛନ୍ତି ବହି ରଖିବାକୁ ବେଶ ପସନ୍ଦ କରନ୍ତି ।…

ବିବିସି ଡକ୍ୟୁମେଣ୍ଟାରୀ: ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଶକ୍ତିମାନେ କେବେ ବି ସଫଳ ହେବେନି ବୋଲି କହିଲେ…

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ପରୋକ୍ଷରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଥିବା ମୋଦୀ କହିଛନ୍ତି। ଶନିବାର ଦିଲ୍ଲୀ କରିଆପ୍ପା ଗ୍ରାଉଣ୍ଡରେ ନ୍ୟାସ୍‌ନାଲ କ୍ରେଡିଟ୍ କର୍ପସ(ଏନ୍‌ସିସି)ର ଏକ ରାଲିକୁ…

ବକ୍ସ ଅଫିସ୍‌ରେ ପଠାନ୍‌ର ହାଲ୍ଲୋବଲ୍‌ ଜାରି: ୪ ଦିନରେ ୪୦୦ କୋଟି ପାର୍ କଲା ଫିଲ୍ମ

ନୂଆଦିଲ୍ଲୀ: ଶାହରୁଖ ଯେ ବଲିଉଡ୍ ବାଦଶାହ ଏକଥାକୁ ଦର୍ଶକେ ପ୍ରମାଣିତ କରି ଦେଖାଇଛନ୍ତି। ୪ ଦିନରେ ଫିଲ୍ମ ୪୦୦ କୋଟି ଛୁଇଁଛି। ୪ ବର୍ଷ ଧରି ବଡ଼ ପରଦାକୁ ଆସିପାରି ନଥିବା ଶାହରୁଖାନଙ୍କ ଫିଲ୍ମ ପ୍ରଥମ ଦିନରୁ ହିଟ୍ ହୋଇଛି। ସାରା ବିଶ୍ୱରେ ଫିଲ୍ମର ଆୟ ୪୦୦ କୋଟି ପାର୍ କରିଥିବା ବେଳେ ଭାରତରେ…

ପୁଣି ନବୀନଙ୍କ ମୁଣ୍ଡରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ମୁକୁଟ

ଭୁବନେଶ୍ୱର: ଏତେ ବର୍ଷ ଶାସନ ପରେ ବି ମଳିନ ପଡିନି ନବୀନଙ୍କ ଭାବମୂର୍ତ୍ତି । ଜନସମର୍ଥନ, ଭଲପାଇବା ତାଙ୍କ ପାଇଁ ବଢିଛି ସିନା କମିନି । ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଣ୍ଡରେ ଶ୍ରେଷ୍ଠ ମୁକୁଟ । ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ପିନ୍ଧିଛନ୍ତି ଏହି ଶ୍ରେଷ୍ଠ…

ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ସହ ଜାତୀୟ ସଙ୍ଗୀତ ଗାଇ ଚର୍ଚ୍ଚାରେ ଯୁବ କଳାକାର

ନବରଙ୍ଗପୁର : ଏ ଆଧୁନିକ ଦୁନିଆରେ ଏବେବି ବଞ୍ଚିଛି ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଡୁମଡୁମା । ଏହି ଆଦିବାସୀ ଲୋକ ବାଦ୍ୟ ଡୁମଡୁମାରେ ଝୁମୁଛି ନବରଙ୍ଗପୁର  । ଯୁବକଙ୍କ ନିପୁଣ କଳାରେ ପୁଲକୁଛି ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ । ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଡୁମଡୁମା ବଜାଇ ଜାତୀୟ…

ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ଷ୍ଟାଡିୟମ

ଭୁବନେଶ୍ୱର: ଗିନିଜ ବୁକରେ ସ୍ଥାନ ପାଇଲା ବିର୍ସାମୁଣ୍ଡା ଷ୍ଟାଡିୟମ । ଏ ନେଇ ୫ଟି ସଚିବ ଭିକେ ପାଣ୍ଡିଆନ ଶନିବାର ସୂଚନା ଦେଇଛନ୍ତି । ରାଉରକେଲାରେ ୨୧ ହଜାର ବସିବା କ୍ଷମତା ରଖିଥିବା ଏହି ବର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ ଗିନିଜ ବୁକରେ ସ୍ଥାନ ପାଇଥିବା ନେେଇ ପାଣ୍ଡିଆନ ତାଙ୍କ…

ବିଦେଶ ମନ୍ତ୍ରୀଙ୍କ ଟାର୍ଗେଟରେ ରାହୁଲ; ଲଦାଖ ଜମି ହରାଇବା ପ୍ରସଙ୍ଗରେ ଦେଲେ କଡା ଜବାବ

ପୁଣେ: ରାହୁଲଙ୍କୁ କଡା ଜାବବ ଦେଲେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର । ଶନିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟଶଙ୍କର କହିଥିଲେ, ବିପକ୍ଷ ନେତା କହୁଛନ୍ତି, ଚୀନ ଏହି ଭୂଖଣ୍ଡକୁ କଜ୍ଜା କରି ନେଇଛି । ହେଲେ ବାସ୍ତବରେ ଏହି ଜାଗା ୧୯୬୨ରେ ଚୀନ ଏହାକୁ ନିଜ କବଜାକୁ ନେଇଛି । ଜବାହାରଲାଲ ନେହରୁ…

ଇରାନ୍‌ରେ ଭୂକମ୍ପ ଝଟ୍‌କା, ୭ ମୃତ ଅନେକ ଆହତ

ଦୁବାଇ : ଇରାନର ଉତ୍ତର-ପଶ୍ଚିମ ଅଞ୍ଚଳର ଖୋଇ ସହରରେ ଭୂକମ୍ପ ଝଟ୍‌କା। ଏହି ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ରାତିରେ ଉତ୍ତର-ପଶ୍ଚିମ ଇରାନର ପଶ୍ଚିମ ଅଜରବୈଜାନ ପ୍ରଦେଶର ଖୋଇ ସହରରେ…