ପାରମ୍ପରିକ ରିତି ନୀତିରେ ହେଲା ମା’ ବିରଜାଙ୍କ ଝୁଲଣ ଯାତ୍ରା, ନୂଆ ପଞ୍ଜିକା ପାଠ କଲେ ସେବକ
ଯାଜପୁର; ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର ମା’ ବିରଜାଙ୍କ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଛି। ପାରମ୍ପକି ରୀତିନୀତିରେ ପୂଜାର୍ଚ୍ଚନା ହେବା ସହିତ ସେବକ ଜ୍ୟୋତିଷମାନେ ମାଆ ବିରଜା ନିକଟରେ ନୂଆ ବିରଜା ପାଞ୍ଜୀ ପାଠ କରିଛନ୍ତି।
ଝୁଲଣ ଯାତ୍ରା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି…