Latest Odisha News

BREAKING NEWS

ତ୍ୱଚା ଚମକାଇବାକୁ ନିୟମିତ ପଇଡ ପାଣି ପିଉଛନ୍ତି କି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଇଡ ପାଣିରେ ଅନେକ ମଲ୍ଟିନ୍ୟୁଟ୍ରିଏଣ୍ଟ୍ର ଭର୍ତ୍ତି ହୋଇ ରହିଥାଏ। ଯାହା ଶରୀରରେ ଇଲେକ୍ଟ୍ରୋଲାଇଟ୍ ବୃଦ୍ଧି ସହିତ ଅନେକ ଲାଭ ଦେଇଥାଏ। କିନ୍ତୁ, କିଛି ଲୋକ ତ୍ୱଚାର ସୌନ୍ଦର୍ଯ୍ୟ ଏବଂ ଶରୀରର ଡିଟକ୍ସଫିକେସନ୍ ପାଇଁ ଏହାକୁ ନିୟମିତ ଖାଇଥା’ନ୍ତି। କିନ୍ତୁ ଆପଣ ଜାଣି…

ରାୟଗଡାରେ ତେଜୁଛି ଜିଲ୍ଲା ବିଜେଡି ସଭାପତି ଓ ପୂର୍ବତନ ସାଂସଦ ଭାସ୍କର ରାଓଙ୍କ କଳି!

ରାୟଗଡା (ପ୍ରମୋଦ କୁମାର ସାହୁ): ସରକାରୀ କାର୍ଯ୍ୟକ୍ରମ ବେଳେ ପଦାରେ ପଡିଲା ଶାସକ ଦଳର କନ୍ଦଳ। ରାୟଗଡା ଜିଲ୍ଲାରେ ଦୀର୍ଘଦିନ ଧରି ଚାଲିଥିବା ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓ ଏବଂ ଜିଲ୍ଲା ବିଜେଡି ସଭାପତିଙ୍କ କନ୍ଦଳ ସାମ୍ନାକୁ ଆସିଛି। ପୂର୍ବରୁ ପୋଷ୍ଟର ୱାର ଏବଂ ପରେ ଏକ ଘରୋଇ…

ମାତୃତ୍ୱ ଲାଭ କରିବାକୁ ଅଧିକ ସମୟ ଅପେକ୍ଷା କରିବା ଉଚିତ ନୁହେଁ: ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର କହିଛନ୍ତି, ମହିଳାମାନେ ମାତୃତ୍ୱ ଲାଭ କରିବା ପାଇଁ ଅଧିକ ସମୟ ଅପେକ୍ଷା କରିବା ଉଚିତ ନୁହେଁ। କାରଣ ପରବର୍ତ୍ତୀ ସମୟରେ (ଅଧିକ ବୟସ ହେଲେ) ଏହା ଜଟିଳତା ସୃଷ୍ଟି କରିଥାଏ। ମାତୃତ୍ୱ ପାଇଁ ବୟସ ୨୨ରୁ ୩୦ ବର୍ଷ ଉପଯୁକ୍ତ। ଯେଉଁ…

କାହିଁକି ଭୋଡୋଫୋନ-ଆଇଡିଆ ଗ୍ରାହକଙ୍କ ସଂଖ୍ୟା କମୁଛି?

ନୂଆଦିଲ୍ଲୀ: ଦେଶରେ ଟେଲିକମ ବଜାରରେ ମାନ୍ଦାବସ୍ଥା ଜାରି ରହିଛି। ଗୋଟିଏ ପଟେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ କ୍ରମାଗତ ଭାବରେ ୫ଜିକୁ ଆଧାର କରି ଗ୍ରାହକଙ୍କ ସଂଖ୍ୟା ବଢାଇଚାଲିଛନ୍ତି। ଅନ୍ୟପଟେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଭୋଡା ଆଇଡିଆର ଗ୍ରାହକମାନେ ମଧ୍ୟ ଅନ୍ୟ ନେଟଓ୍ୱର୍କକୁ…

ଡବଲ ସେଞ୍ଚୁରୀ ପରେ ଇଶାନ କିଶନଙ୍କ ବ୍ୟାଟରେ ଲାଗିଗଲାଣି କଳଙ୍କି!

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିମ୍ ଇଣ୍ଡିଆର ଯୁବ ଚେହେରା ତଥା ୱିକେଟ୍ କିପର ବ୍ୟାଟସମ୍ୟାନ ଇଶାନ୍ କିଶନ ୧୦ ଡିସେମ୍ବର ୨୦୨୨ରେ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜର ଅନ୍ତିମ ମ୍ୟାଚରେ ଡବଲ ସେଞ୍ଚୁରୀ ମାରିଥିଲେ। ଦ୍ୱିଶତକ ରନ୍ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସେ ଦିନିକିଆରେ…

ଫେରାର ଅଭିଯୁକ୍ତଙ୍କ ଘର କାନ୍ଥରେ ପୋଷ୍ଟର ମାରିଲା ପୋଲିସ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ପଦ୍ମଗିରି ନିକଟସ୍ଥ ଏମଭି-୮୩ ଗ୍ରାମରେ ଆଜି ପୋଲିସ ଫେରାର ଥିବା ଗଂଜେଇ ଅଭିଯୁକ୍ତଙ୍କ ଘର କାନ୍ଥରେ ପୋଷ୍ଟର ଲଗାଇଛି । ଏଥିସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁରେ ପ୍ରଚାର ମଧ୍ୟ କରିଛି । ତେବେ ତୁରନ୍ତ କୋର୍ଟରେ ହାଜର ନ ହେଲେ ସେମାନଙ୍କର ସମସ୍ତ…

କେସିଆରଙ୍କ ‘ଆମ୍ବାସଡାର’ରେ ଦୁଇ ପ୍ରତିଦ୍ୱନ୍ଦୀ ଗମାଙ୍ଗ-ପାଙ୍ଗୀ ରହିପାରିବେ ତ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଭୟ ପରସ୍ପରର ରାଜନୈତିକ ପ୍ରତିଦ୍ବନ୍ଦୀ। କଂଗ୍ରେସ-ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ନିଜ ଭିତରେ ଥିବା ମତଭେଦ ପାଇଁ ଅସୁରକ୍ଷିତ ମନେ କରିଥିଲେ। ଏବେ କିନ୍ତୁ ଉଭୟ ପଦ୍ମ ପ୍ଲାଟଫର୍ମ ଛାଡି ଧଳା ରଙ୍ଗର 'ଆମ୍ବାସଡାର' (ବିଆରଏସ ଲୋଗୋ)ରେ…

ହକି ବିଶ୍ୱକପ : ଭାରତ ୯ମ ସ୍ଥାନରେ ସନ୍ତୁଷ୍ଟ

ରାଉରକେଲା: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଭାରତ ୯ମ ସ୍ଥାନରେ ରହି ତାର ଅଭିଯାନ ଶେଷ କରିଛି । ଆଜି ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ କ୍ଲାସିଫିକେଶ ମ୍ୟାଚରେ ଭାରତ ୫-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଭାରତ ପକ୍ଷରୁ ଅଭିଷେକ, ହରମନପ୍ରୀତ ସିଂ, ଶମଶେର ସିଂ,…

ନକଲି ଡାକ୍ତର ଚିହ୍ନଟ ମାମଲା, ରାଜ୍ଯ ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ଭୁବନେଶ୍ୱର: ରାଜ୍ୟରେ କେତେ ଜଣ ନକଲି ଡାକ୍ତର ରହିଛନ୍ତି। ତାର ଏକ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କହିଥିଲେ ହାଇକୋର୍ଟ। ରାଜ୍ୟ ସରକାର ଏହାର ଉତ୍ତର ରଖି କହିଥିଲେ, ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଧାର୍ଯ୍ୟ ସମୟସୀମା ଉଲ୍ଲେଖ କରିନଥିଲେ ସରକାର।…

ପଦ୍ମଶ୍ରୀ ପୁରସ୍କାର ପାଇବେ ପଟ୍ଟାୟତ କୁମାର ସାହୁ: ଛୁଟିଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା: ପଦ୍ମଶ୍ରୀ ପୁରସ୍କାର ପାଇଁ କଳାହାଣ୍ଡି ଜିଲାର ପଟ୍ଟାୟତ କୁମାର ସାହୁ ମନୋନୀତ ହୋଇଛନ୍ତି । ଏହା କଳାହାଣ୍ଡି ଜିଲା ପାଇଁ ଗର୍ବ ଓ ଗୌରବର କଥା । ଏନେଇ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ୩ ହଜାରରୁ ଉର୍ଦ୍ଧ୍ୱ ଔଷଧୀୟ ବୃକ୍ଷ ରୋପଣ କରିଥିବାରୁ ସେ ଏହି ସମ୍ମାନଜନକ…