Latest Odisha News

BREAKING NEWS

ବୋଲେରୋକୁ ପଛରୁ ପିଟିଲା ଆମ୍ବୁଲାନ୍ସ: ଉତ୍ତେଜନା

ଜଗତସିଂହପୁର: ଜଗତ୍‌ସିଂହପୁର ସଦର ବ୍ଲକ ଅନ୍ତର୍ଗତ ତୁଳସୀ ଗାଦି ଛକ ନିକଟରେ ଏକ ଆମ୍ବୁଲାନ୍ସ ବୋଲେରୋ ପଛକୁ ଧକ୍କା ଦେଇଛି । ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ…

୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ: ଭାରତ-ଇଂଲଣ୍ଡ ଫାଇନାଲ

ପୋଚେଫଷ୍ଟ୍ରୁମ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ପ୍ରଥମ ସେମିଫାଇନାଲରେ ଭାରତ ଚମତ୍କାର ପ୍ରଦର୍ଶନ କରି ୮ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ସେହିପରି ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ…

୩ ମାସ ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ପୁରୀ: ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରୋଶ ଚନ୍ଦ୍ର ମହାପାତ୍ର । ସେ ଆଜି ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରୀୟ ପରିଦର୍ଶନ କରିବା ସହ ସମୀକ୍ଷା କରି ଏହା…

ସ୍ୱୀଡେନ ପରେ ଡେନମାର୍କରେ ଜଳାଗଲା କୁରାନ

କୋପେନହାଗେନ: ସ୍ୱୀଡେନ ପରେ ଡେନମାର୍କରେ ମଧ୍ୟ କୁରାନର କପିକୁ ପୋଡାଯାଇଛି । ଯାହାକୁ ନେଇ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଦକ୍ଷିଣ ପନ୍ଥୀ ନେତା ରାସମସ ପଲୁଦାନ ଏହି ଘୃଣ୍ୟ କାର୍ଯ୍ୟ କରିଛନ୍ତି । ପୂର୍ବରୁ ସେ ତୁର୍କୀରେ ମଧ୍ୟ ଦୂତାବସ ଆଗରେ ଏହି କାଣ୍ଡ…

ରାସ୍ତା ପାଇଁ ନୃଶଂସ ପାଲଟିଗଲେ, ଅବସରପ୍ରାପ୍ତ ଶିକ୍ଷକଙ୍କ ତଣ୍ଟି ଚିପି ଦେଲେ

ଭବାନୀପାଟଣା: କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଦେଉଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ସାମାନାକୁ ଆସିଛି।ସାମାନ୍ୟ ଜମି ବାଡିକୁ କେନ୍ଦ୍ର କରି ସ୍ଥାନୀୟ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଅବସରପ୍ରାପ୍ତ ଶିକ୍ଷକଙ୍କ ନାମ କାହ୍ନୁ ଠାକୁର(୭୫) ।…

ହାତ ଟେକିଦେଲେ ପାକ ସରକାର: କହିଲେ, ଦେଶର ବିକାଶ ଏବେ ଆଲ୍ଲାଙ୍କ ହାତରେ

ଇସଲାମବାଦ: ସାଂଘାତିକ ଆର୍ଥିକ ସ୍ଥିତି ଦେଇ ଗତି କରୁଛି ପାକିସ୍ତାନ । ଦରଦାମ ବୃଦ୍ଧିରେ ଲୋକେ ଛଟପଟ ହୋଇ ଗଲେଣି । ଦେଶର ଏପରି ସ୍ଥିତିକୁ ଦେଖି ପାକିସ୍ତାନୀ ରାଜନେତାମାନେ ଏକ ପ୍ରକାର ହାତ ଟେକି ଦେଲେଣି । ସ୍ଥିତି ସଜାଡିବା ସେମାନଙ୍କ ହାତରେ ନାହିଁ ବୋଲି ବୁଝି ପାରିଲେଣି । ଏବେ ଦେଶକୁ…

ରଣଜୀ ଟ୍ରଫି: କ୍ୱାର୍ଟରରେ ପ୍ରବେଶ କରିପାରିଲାନି ୪୧ ଥର ବିଜେତା ମୁମ୍ବାଇ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଶନିବାର ବଡ ବିପର୍ଯ୍ୟୟ ଘଟିଛି । ୪୧ ଥର ବିଜେତା ମୁମ୍ବାଇ ଏଥର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇପାରିନି । ଶେଷ ପୁଲ ମ୍ୟାଚରେ କ୍ୱାର୍ଟରକୁ ଉନ୍ନୀତ ହେବା ପାଇଁ ମହାରାଷ୍ଟ୍ର ବିପକ୍ଷରେ ମୁମ୍ବାଇକୁ ନିଶ୍ଚିତ ବିଜୟର ଆବଶ୍ୟକତା ରହିଥିଲା । ମାତ୍ର…

କିଙ୍ଗଖାନ୍‌ଙ୍କୁ ବିବାହ ପ୍ରସ୍ତାବ ଦେଲେ ଉର୍ଫୀ ଜାଭେଦ ; କହିଲେ ମୋତେ ଦ୍ୱିତୀୟ ସ୍ତ୍ରୀ ରୂପେ ଗ୍ରହଣ କର

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଉର୍ଫୀ ଜାଭେଦ । ନିଜର ଲାଇଫ୍‌ ଷ୍ଟାଇଲ୍‌, ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚାକୁ ଟାଣି ହୋଇ ଆସୁଥିବା ଉର୍ଫି ଏବେ ଶାହାରୁଖ୍‌ଙ୍କୁ ପ୍ରପୋଜ କରି ଚର୍ଚ୍ଚାରେ । ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’ ବକ୍ସ ଅଫିସରେ ଧମାକାଦାର ରେକର୍ଡ କରୁଛି । ଏହି ସମୟରେ…

ଅଷ୍ଟ୍ରେଲିଆନ ଓପନ ଟେନିସ: ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଲେ ସାବଲେଙ୍କା

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡ ସ୍ଲାମ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି କାଜକସ୍ତାନର ଏରିନା ସାବଲେଙ୍କା । ଫାଇନାଲରେ ସେ ବେଲାରୁଷର ଏଲେନା ରାଇବାକିନାଙ୍କୁ ୪-୬, ୬-୩ ଓ ୬-୪ ସେଟରେ ପରାସ୍ତ କରିଥିଲେ । ଏହି ମ୍ୟାଚ ବେଶ ରୋମାଂଚପୂର୍ଣ୍ଣ ହୋଇଥିଲା ।…

କାହିଁକି ଫ୍ୟାନଙ୍କ ଫୋନ ଫୋପାଡି ଦେଲେ ରଣବୀର? ସାମ୍ନାକୁ ଆସିଲା ସତ

ସୋସିଆଲ ମିଡିଆରେ ବଲିଉଡ ଆକ୍ଟର ରଣବୀର କପୁରଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ନେଇ ବଲିଉଡ ଫ୍ୟାନଙ୍କ ଭିତରେ ଚାଲିଥିଲା ବେଶ ଚର୍ଚ୍ଚା  । ଅଭିନେତା ରଣବୀର କପୁର ଜଣେ ଫ୍ୟାନଙ୍କର ମୋବାଇଲ ମାଗି ନେଇ ଫିଙ୍ଗି ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି । ସେଲିବ୍ରିଟିଙ୍କର…