ଆବର୍ଜନାରୁ ସର୍ଜନା: ଅଳିଆରୁ ପ୍ରସ୍ତୁତ କଲେ ବିଶ୍ବ କପ ଟ୍ରଫି
କଟକ: ଏତେ ଦିନର ଅପେକ୍ଷାରେ ଘଟିବ ଅନ୍ତ । ହକି ବିଶ୍ବ କପ୍ ପାଇଁ ଝଳସିବ କଟକ, ଭୁବନେଶ୍ୱର, ରାଉଲକେଲା । ହକି ବିଶ୍ବକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖା ଦେଇଛି ନାହିଁ ନଥିବା କ୍ରେଜ । ଓଡ଼ିଶାରେ ଦ୍ଵିତୀୟ ଥର ପାଇଁ ହକି ବିଶ୍ବ କପର ଆୟୋଜନ ହେଉଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ସବୁଆଡ଼େ…