Latest Odisha News

BREAKING NEWS

ସୂର୍ଯ୍ୟକୁମାର ହେଲେ ଆଇସିସି ଟି୨୦ ପ୍ଳେୟାର ଅଫ ଦି ଇୟର

ନୂଆଦିଲ୍ଲୀ: ଭାରତର ୩୬୦ ଡିଗ୍ରୀ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ର ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ବିବେଚିତ ହୋଇଛନ୍ତି । ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୨୨ରେ ସୂର୍ଯ୍ୟକୁମାର ୩୧ଟି ଟି୨୦ ମ୍ୟାଚ…

ଅଜବ ନିଶା: ବିଜ୍ଞାପନ ଦେଇ ଲୋକଙ୍କୁ ମାଗନ୍ତି ସେଓ

ଟଙ୍କା ହେଉ ବା ଖାଦ୍ୟ କିମ୍ବା ଡ଼୍ରେସ, ଅନେକ ସମୟରେ ବୁଲି ବୁଲି କିଏ ଏଭଳି ମାଗୁଥିବା ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ଘର ଘର ବୁଲି ସେଓ ମାଗିଥାନ୍ତି । ଏମିତି କି ଖବରକାଗଜରେ ବିଜ୍ଞାପନ ଜରିଆରେ ଲୋକଙ୍କଠୁ ଆଦାୟ କରନ୍ତି ସେଓ । ଏହା ଟିକେ…

୫୪୦ ଶିକ୍ଷକଙ୍କୁ ଦିଆଯିବ କମ୍ୟୁନିକେଟିଭ୍ ଇଂରାଜୀ ତାଲିମ

ଭୁବନେଶ୍ୱର : ଶିକ୍ଷକମାନଙ୍କୁ କମ୍ୟୁନିକେଟିଭ୍ ଇଂରାଜୀ ବିଷୟରେ ତାଲିମ ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ମୋଟ ୩୦୦ ଆକାଂକ୍ଷୀ ସ୍କୁଲ ରହିଛି । ମୋ’ ସ୍କୁଲ ଅଭିଯାନ ପକ୍ଷରୁ ‘ଇଂରାଜୀ ହେଲ୍ପର୍’ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜିଠାରୁ ଏହି ତାଲିମ…

ରଣଜୀ ଟ୍ରଫି: ଓଡିଶା ୨୬୫ରେ ଅଲଆଉଟ

କୋଲକାତା: ସ୍ଥାନୀୟ ଇଡେନ ଗାର୍ଡେନରେ ବୁଧବାରଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ପଶ୍ଚିମବଙ୍ଗ ବିପକ୍ଷରେ ଓଡିଶା ପ୍ରଥମେ ବ୍ୟାଟିଂ କରି ୨୬୫ ରନରେ ଅଲଆଉଟ ହୋଇଯାଇଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୨୬୫ ରନ ଜବାବରେ ବେଙ୍ଗଲ ୨ ୱିକେଟ ହରାଇ ୩୯ ରନ ସଂଗ୍ରହ କରିଛି । ବସନ୍ତ…

୨୪ରୁ ଅଧିକ ବର୍ଷ ଧରି ଗୋଟିଏ ଥାଳିରେ ଖାଉଥିଲେ ମା’, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଛୋଟ ବେଳେ ଜିତିଥିବା ପୁରସ୍କାର, ବଡ଼ ହେଲେ ପ୍ରେରଣା ଦିଏ । ହେଲେ ଅନେକ ସେ ସବୁକୁ ଭୁଲି ଯାଉଥିବା ବେଳେ ମାଆ ଯତ୍ନର ସହ ସାଇତି ରଖିଥାନ୍ତି । କାରଣ ବାପା-ମାଆଙ୍କ ପାଇଁ ସେମାନଙ୍କର ପିଲାମାନଙ୍କର ଛୋଟ ଛୋଟ ସଫଳତା ବି ବହୁତ ମୂଲ୍ୟବାନ । ଟ୍ୱିଟରରେ ଜଣେ ବ୍ୟକ୍ତି ନିଜ ମା’ଙ୍କୁ ନେଇ ଏକ…

ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ସାନିଆ-ବୋପାନ୍ନା

ମେଲବୋର୍ଣ୍ଣ: ଭାରତର ସିନିୟର ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡି ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତୀୟ ଯୋଡି ଟାଇଟଲ ହାସଲଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି । ଅଷ୍ଟ୍ରେଲିଆନ ଓପନ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟ ହେବ…

ରାଷ୍ଟ୍ରପତି ପୋଲିସ୍‌ ମେଡାଲ ପାଇବେ ୨ଜଣ ଓଡ଼ିଆ

ଭୁବନେଶ୍ୱର: ରାଷ୍ଟ୍ରପତି ପୋଲିସ୍‌ ମେଡାଲ ପାଇବେ ଓଡ଼ିଶାର ୨ ଜଣ ଆଇପିଏସ୍‌ । ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ରାଷ୍ଟ୍ରପତି ପୋଲିସ୍ ପଦକ ପ୍ରଦାନ କରାଯିବ।IPS ଡି. ଏସ୍ କୁଟ୍ଟେ ଓ କନଷ୍ଟେବଲ ପ୍ରହଲ୍ଲାଦ ରାଉତଙ୍କୁ ରାଷ୍ଟ୍ରପତି ପୋଲିସ୍ ମେଡାଲ ପ୍ରଦାନ କରାଯିବ। ବିଶିଷ୍ଟ ସେବା ପାଇଁ…

ଘରୋଇ ସାମଗ୍ରୀ ମାଧ୍ୟମରେ ଗୋଇନ୍ଦାଗିରି କରୁଛି ଚୀନ !

ଲଣ୍ଡନ: ବ୍ରିଟେନରେ ଘରୋଇ ସାମଗ୍ରୀ ଏବଂ ଏଲଇଡି ମାଧ୍ୟମରେ ଚୀନ ଗୋଇନ୍ଦାଗିରି କରୁଥିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ବ୍ରିଟିଶ ସରକାର ବିଭିନ୍ନ ଚୀନ ସାମଗ୍ରୀ ଉପରେ ତଦନ୍ତ କରିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । କାରରେ ବ୍ୟବହୃତ ହେଉଥିବା ପାର୍ଟସ, ଏଲଇଡି ଏବଂ ଅନ୍ୟ…

ଆଇଏମଡିର ପୂର୍ବାନୁମାନ: ଆସିପାରେ ପୁଣି ଏକ ଲଘୁଚାପ

ଭୁବନେଶ୍ୱର: ଆସୁଛି ପୁଣି ଏକ ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଜାନୁଆରୀ ୨୭ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ବୁଧବାର ଭାରତୀୟ ପାଣିପାଗ ବିଭାଗ (IMD)  ଅନୁମାନ କରିଛି । ଆଇଏମଡି ସୂଚନା ଅନୁଯାୟୀ, ପୂର୍ବ…

ସରସ୍ୱତୀ ମୂର୍ତ୍ତି ଆଣିବାକୁ ଯିବାବେଳେ ଓଲଟିଲା ଅଟୋ, ୫ ଛାତ୍ର ଗୁରୁତର

ବାଲେଶ୍ୱର : ସରସ୍ୱତୀଙ୍କ ମୂର୍ତ୍ତି ଆଣିବାକୁ ଯିବାବେଳେ ଓଲଟିଲା ଅଟୋ । ଫଳରେ ୫ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ…