Latest Odisha News

BREAKING NEWS

ବେଆଇନ ଭାବେ ମୋବାଇଲ୍‌ ବ୍ୟବହାର କରିବାରୁ ଗଲା ୮୯ ସୈନିକଙ୍କ ଜୀବନ: ଋଷ ପ୍ରତିରକ୍ଷା ମନ୍ତ୍ରାଳୟ

ମସ୍କୋ: ବେଆଇନ ଭାବେ ମୋବାଇଲ୍‌ ବ୍ୟବହାର କରିବାରୁ ଗଲା ୮୯ ଋଷ ସୈନିକଙ୍କ ଜୀବନ। ୟୁକ୍ରେନ ମିସାଇଲ୍ ଆକ୍ରମଣରେ ଏମାନଙ୍କର ଜୀବନ ଯାଇଥିବା ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଯବାନଙ୍କର ମୃତ୍ୟୁ ନେଇ ଋଷ ସରକାରଙ୍କୁ କିଛି ସମାଲୋଚନା କରିବା ପରେ ବୁଧବାର…

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ; ୨୧ ଟିମରେ ଶହେରୁ ବେଶୀ କର୍ମଚାରୀ ନିୟୋଜିତ

ଖୋର୍ଦ୍ଧା: ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଧୀନ ୫ଟି ରେଞ୍ଜରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ। ଗଣନା କାର୍ଯ୍ୟରେ ୨୧ ଟିମରେ ଶହେରୁ ଅଧିକ କର୍ମଚାରୀ ସାମିଲ ଅଛନ୍ତି। ବାଲୁଗାଁ ସହିତ ୫…

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲ୍ୟାଣ୍ଡସ୍ ହକି ଟିମ୍

ଭୁବନେଶ୍ୱର : ୧୩ ତାରିଖରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱ କପ୍ । ପ୍ରଥମ ବିଦେଶୀ ପ୍ରତିଯୋଗୀ ଦଳ ଭାବେ ଓଡ଼ିଶାରେ ପହଞ୍ଚିଲା ଟିମ୍ । ଭୁବନେଶ୍ୱରରେ ପହଞ୍ଚିଛି ନେଦରଲାଣ୍ଡସ୍ ଟିମ୍ । ବିମାନବନ୍ଦରରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି । ୧୦ ତାରିଖରେ ରାଉରକେଲା ଅଭିମୁଖେ ଯିବ ଏହି ଦଳ ଓ ୧୪…

ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ Z+ ସୁରକ୍ଷା ଦେଲେ କେନ୍ଦ୍ର ସରକାର; ଜୀବନ ପ୍ରତି ବିପଦ ଥିବା ମିଳିଥିଲା…

କୋଲାକାତ: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଜେଡ୍‌ ପ୍ଲସ୍ ସୁରକ୍ଷା ଦେଲେ କେନ୍ଦ୍ର ସରକାର। ତାଙ୍କ ଜୀବନକୁ ବିପଦ ଥିବା ଗୁଇନ୍ଦା ସୂଚନା ମିଳିପା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବେଙ୍ଗଲ ରାଜ୍ୟପାଳଙ୍କୁ ଏହି ସୁରକ୍ଷା ଦିଆଯାଇଛି। ସୁରକ୍ଷା ମିଳିବା ପରେ ପୂରା ଦେଶରେ…

ପଞ୍ଜାବରେ ବାଘ ଶିକାର, ସପ୍ତାହରେ ୨ କଲରାପତରିଆ ଶବ ଉଦ୍ଧାର ହେଲାଣି

ପଞ୍ଜାବ: ପଞ୍ଜାବରେ ଚାଲିଛି ଅବାଧ ବାଘ ଶିକାର । ମଙ୍ଗଳବାର ରୁପନଗର ଜିଲ୍ଲା ନିକଟସ୍ଥ ଜଙ୍ଗଲରୁ ଏକ ୫ ବର୍ଷୀୟ କଲରାପତରିଆ  ଛୁଆର ମୃତଦେହ ମିଳିଛି । ବାଘଟି ଗୁଳିର ଶିକାର ହୋଇଛି । ତେବେ ବାଘକୁ ପେଶାଦାର ଶିକାରୀ ଗୁଳି ମାରିଛି କି ଆଉ କିଏ ତାହା ସ୍ପଷ୍ଟ କରିଛନ୍ତି ଡିଏଫଓ କୁଲରାଜ ସିଂ ।…

ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ପୈତୃକ ଘର ଉପରେ ଆକ୍ରମଣ; ଘର ଓ ଗାଡ଼ି ଜାଳି ଦେଲେ

ଅଗରତାଲା: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିପ୍ଳବ ଦେବଙ୍କ ପୈତୃକ ଘର ଉପରେ ଆକ୍ରମଣ। ଗତକାଲି ସନ୍ଧ୍ୟାରେ ସିପିଆଇଏମ୍‌ ସମର୍ଥକ ଗୁଣ୍ଡାମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆଜି ବିପ୍ଳବ ଦେବଙ୍କ ବାପା ହିରୁଧାନ ଦେବଙ୍କ ଶ୍ରାଦ୍ଧ କାର୍ଯ୍ୟ…

କବିତା : ଚିଲିକା ତୀରେ

ଚୈତନ୍ୟ ବାଗ ଶ୍ରୀକ୍ଷେତ୍ର ପଥରେ ଅନତୀ ଦୂରେ ରହିଅଛି ଏକ ନିଧି ଚକ୍ଷୁ ପାଏନା କଳନା କରି ହୁଏନା ଅଗାଧ ତାର ବାରିଧି । ନୀଳାମ୍ବୁରେ ପରିପୂର୍ଣ୍ଣ ଜଲରାଶି ଆହା କେଡେ ମନ ଲୋଭା ପ୍ରାଚୀର ଦିଗରେ ଭାସ୍କର କିରଣ ପଡ଼ି ବଢ଼ାଉଛି ଶୋଭା । ଉତ୍କଳ ର ସେହି ଚାରୁ ଅଳଙ୍କାର ହେମ…

ଯେତେବେଳେ ଯାହା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଆମ ଭାରତବର୍ଷରେ ଗୁରୁଦିବସ ପାଳନ ବିଧି ଯିଏ ପ୍ରଚଳନ କରିଥିଲେ.. ତାଙ୍କୁ ମୋର କୋଟିଏ ପ୍ରଣାମ । ଏବେ ଯୁଗ ଆଗେଇଲା । ଯୁଗ ଅନୁସାରେ ତଳଦେଇ ପରମ୍ପରାର ବି ପ୍ରମୋସନହୋଇ ଢ଼େରେ ଉର୍ନ୍ନତି ହେଲାଣି । ଗୁରୁ ଓ ଛାତ୍ର -ଛାତ୍ରୀଙ୍କ ସମ୍ପର୍କ ଅଗ୍ରଗତି କଲାଣି ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଅଫିସ ରୁମ୍ ଭିତରେ ପ୍ରବେଶ କରି ପଦ୍ମିନୀ ସମସ୍ତଙ୍କ ଉଦ୍ଦେଶ୍ୟରେ ଗୁଡ଼୍‌ ମର୍ଣ୍ଣିଂ ଜଣାଇ ଦେଖିଲା ପ୍ରକାଶ ଓ ଆଉ ଦୁଇଜଣ ସହକର୍ମୀ ହିଁ ଆସିଛନ୍ତି । ଘା ଦେଖି ଜାଣି ନେଲା ସେ ଆଜି ଶୀଘ୍ର ପହଞ୍ଚି ଯାଇଛି । ସବୁଦିନ…

ଭାଷା ଭାଗବତ : ଶ୍ରଦ୍ଧାପୂରିତ ଶବ୍ଦାଂଜଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲୋକେ ନ ଆସଂତି ବାହୁଡ଼ି କେବଳ ବହୁ ସ୍ମୃତି ଛାଡ଼ି ରହଂତି ଯେଣୁ ଆମ ମନେ ପାସୋରି ହୁଏନାହିଁ କ୍ଷଣେ ଯେ ଆଉ ଦେଖାଯାଉନାହିଁ ସ୍ମୃତିରେ ଅଛି ଯେଣୁ ରହି କରିଲେ ତାହାକୁ ସ୍ମରଣ ଆଚ୍ଛନ୍ନ କରେ ଆମ ମନ ଆମର ସ୍ମୃତି…