ଏସବୁ କଥାକୁ ଦିଅନ୍ତୁ ଗୁରୁତ୍ୱ, ଶାଶୁ-ବୋହୂ ସମ୍ପର୍କରେ ଆସିଯିବ ସୁଧାର
ଆପଣଙ୍କ ବୋହୂ ଆପଣଙ୍କ କଥା ଶୁଣୁନାହିଁ କି କିମ୍ବା ଆପଣଙ୍କ ଶାଶୁ ଆପଣଙ୍କ ଉପରେ ସବୁବେଳେ ରାଗୁଛନ୍ତି କି? ସବୁବେଳେ ଛୋଟମୋଟ କଥାକୁ ନେଇ ଆପଣଙ୍କ ଘରେ ଝଗଡା ହେଉଛି କି? ଆପଣ କଣ ଚାହୁଁଛନ୍ତି ସିଏ ବୁଝିପାରୁନାହାନ୍ତି କି? ଏହା ଦ୍ୱାରା ପରିବାରରେ ସବୁବେଳେ ମନୋମାଳିନ୍ୟ ରହୁଛି କି? ଯଦି ହଁ,…