ହାଇଦ୍ରାବାଦରେ ବିଦାୟକାଳୀନ ମ୍ୟାଚ ଖେଳିଲେ ସାନିଆ
ହାଇଦ୍ରାବାଦ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ରବିବାର ହାଇଦ୍ରାବାଦର ଲାଲ ବାହାଦୂର ଟେନିସ ଷ୍ଟାଡିୟମରେ ବିଦାୟକାଳୀନ ମ୍ୟାଚ ଖେଳିଥିଲେ । ଏଠାରୁ ସେ ତାଙ୍କ ଟେନିସ କ୍ୟାରିୟର ଆରମ୍ଭ କରିଥିଲେ । ଗତ ମାସରୁ ସେ ଟେନିସରୁ ଅବସର ଘୋଷଣା କରି ସାରିଛନ୍ତି । ଦୁବାଇ ଓପନ ଟେନିସ ତାଙ୍କର ଶେଷ…