ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୦)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଆରେ, ପାଞ୍ଚଟା ବାଜିବାକୁ ମୋଟେ ଦଶମିନିଟ୍ ଅଛି । ଆମେ ତେବେ ଏଇଠି ଦୀର୍ଘ ପାଞ୍ଚ ଘଣ୍ଟା ଧରି ବସିଛେ ? ଭୁବନେଶ୍ୱରରୁ କେତେବେଳେ କ’ଣ ଖାଇ ଆସିଥିଲେ, ଆଉ ମନେନାହିଁ । ମତେ ଭୀଷଣ ଭୋକ ଦେଲାଣି... ।
ଠିଆ ହେବା…