ମୋଦୀଙ୍କ ଉପରେ ବିବିସିର ୱେବ୍ ସିରିଜ୍: ଶେୟାର ହୋଇଥିବା ୟୁଟ୍ୟୁବ୍ ଭିଡିଓ ଓ ଟ୍ୱିଟର ବ୍ଲକ୍ କଲେ ସରକାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବ୍ରିଟିସ୍ ମିଡିଆ ବିବିସି କରିଥିବା ୱେବ୍ ସିରିଜ୍କୁ ଭାରତ ସରକାର ବ୍ଲକ୍ କରିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ନେତା ମନ୍ତ୍ରୀ ଓ ଅମଲାମାନେ ଏହାର ତୀବ୍ର ନିନ୍ଦା କରିଛନ୍ତି। ବିବିସି ୟୁଟ୍ୟୁବ୍ରେ ଛାଡ଼ିଥିବା ଏହି…