Latest Odisha News

BREAKING NEWS

ଚକା ଆଖିର ବ୍ୟାପ୍ତ ଗଭୀରତା ମତେ ସାହିତ୍ୟ ମନସ୍କ କରିଛି : ଜାନକୀ ବଲ୍ଲଭ ମହାପାତ୍ର

ସମକାଳୀନ ଓଡିଆ କଥା ସାହିତ୍ୟ ଜଗତରେ ଗାଳ୍ପିକ ଜାନକୀ ବଲ୍ଲଭ ମହାପାତ୍ର ଜଣେ ସଫଳ ରୂପକାର। କାହାଣୀ ଓ ପରିକଳ୍ପନା ଓ ଚରିତ୍ରାୟନର ଚମତ୍କାରିତା ତାଙ୍କ ଗଳ୍ପର ନିଆରାପଣ। ତାଙ୍କ ଗଳ୍ପଗୁଡ଼ିକର ପାଠକୀୟ ଆବେଦନ ଅନନ୍ୟ। ଓଡ଼ିଆ ଗଳ୍ପରେ ଜୀବନ ଓ ସମ୍ପର୍କର ବିପର୍ଯ୍ୟୟକୁ ନେଇ ଅନେକ ଗପ…

କନ୍ୟାବେଶରେ ମହାକାଶଚାରୀ, ଭାଇରାଲ ହେଉଛି ଫଟୋ

ଆଜିକାଲି ଫଟୋଗୁଡିକୁ ମାନୁଆଲ ପରିବର୍ତ୍ତେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ମାଧ୍ୟମରେ ତିଆରି କରାଯାଉଛି । ଏହି  ପୋଷ୍ଟ ଗୁଡିକ ଇଣ୍ଟରନେଟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ନିକଟରେ ସୋସିଆଲ ମିଡିଆରେ  ଏକ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା ମହାକାଶଚାରୀଙ୍କୁ…

ଇଭେଣ୍ଟ ମ୍ୟାନେଜମେଣ୍ଟରେ ବ୍ୟସ୍ତ ଓଡ଼ିଶା ସରକାର: ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହିତ ହୋଇଛି । ଯାହା ଉପରେ ବିଜେପି ସାମ୍ବାଦିକ ସମ୍ମିଳୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । କହିଛି, ଗତ କିଛିଦିନ ହେଲା ଓଡ଼ିଶା ସରକାର ବିଶ୍ୱକପି…

ହକି ବିଶ୍ୱକପ: ଭାରତ ପାଇଁ ବିଜୟ ହିଁ ଏକମାତ୍ର ବିକଳ୍ପ

ଭୁବନେଶ୍ୱର: ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପରେ ଭାରତ ପାଇଁ ଆଜି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ । ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସଓଭର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ଆଣିଛି । ଏଥିରେ ବିଜୟ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ବିଜୟ ହାସଲ କଲେ ଭାରତ କ୍ୱାର୍ଟର…

ନେପାଳ ବିମାନ ଦୁର୍ଘଟଣା: ୪ ଭାରତୀୟଙ୍କ ମୃତ ଦେହକୁ ଅପେକ୍ଷା କରିଛନ୍ତି ପରିବାର

ନୂଆଦିଲ୍ଲୀ: ୟେତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାକୁ ପ୍ରାୟ ଏକ ସପ୍ତାହ ବିତି ଗଲାଣି । ହେଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଭାରତୀୟଙ୍କ ମୃତଦେହକୁ ଅପେକ୍ଷା କରି ରହିଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ, ରବିବାର ନେପାଳର ପୋଖରାରେ ୟେତି…

ଅଷ୍ଟ୍ରେଲିଆନ ଓପନ ଟେନିସ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ମହିଳା ଡବଲ୍ସରେ ହାରିଲେ ସାନିଆ

ମେଲବୋର୍ଣ୍ଣ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଂଟ ଖେଳୁଥିବା ଭାରତର ସାନିଆ ମିର୍ଜା ଅଷ୍ଟ୍ରେଲିଆନ ଓପନ ମହିଳା ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ହାରି ଯାଇଛନ୍ତି । ଅବଶ୍ୟ ମିକ୍ସଡ ଡବଲ୍ସରେ ଏବେ ମଧ୍ୟ ତାଙ୍କ ନିକଟରେ ଟାଇଟଲ ଜିତିବା ସୁଯୋଗ ରହିଛି । ସାନିଆ ଓ କାଜକସ୍ତାନର ଏନା…

କୁକୁଡ଼ାର ଦାମ୍‌ ୧ଲକ୍ଷ ୬୨ ହଜାର ଟଙ୍କା

ବ୍ୟୁରୋ : ସମସ୍ତଙ୍କୁ ଚିକେନ୍‌ ଖାଇବାକୁ ପସନ୍ଦ ଥାଏ । ସେଥିପାଇଁ କୁକୁଡ଼ା ନାଁ ଶୁଣିଲେ ଲୋକଙ୍କ ପାଟିରୁ ଲାଳ ଗଡ଼େ । ଆଉ ଯଦି କୁକୁଡ଼ାକୁ ଭଲ ଭାବରେ ରନ୍ଧା ଯାଏ ତେବେ ଏହାକୁ ଖାଇବାର ଆନନ୍ଦ କିଛି ଅଧିକ ହୋଇଥାଏ। ଆପଣମାନେ ଭଲଭାବରେ ଜାଣିଥିବେ ଯେ କୁକୁଡ଼ା ଅନେକ ପ୍ରଜାତିର ଅଛନ୍ତି।…

କପିଲଙ୍କ ସୋ’କୁ ଯିବେ ନି କିଙ୍ଗଖାନ, କ’ଣ ରହିଛି କାରଣ?

ମୁମ୍ବାଇ: ଖୁବ୍ ଶିଘ୍ର ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ‘ପଠାନ’। ଜବରଦସ୍ତ ଆକ୍ସନ ସହ ଭରପୁର ରୋମାନ୍ସର ମଜାଉଠାଇବେ ଦର୍ଶକ  । ଏଥିରେ ଲିଡ୍ ରୋଲରେ ଶାହରୁଖ ଖାନ, ଦିପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ ରହିଛନ୍ତି । ଫିଲ୍ମର ଗୀତ ଓ ଟ୍ରେଲର ରିଲିଜ ହେବା ପରେ ଏହାର ଲୋକପ୍ରିୟତା…

ଶାହରୁଖ କିଏ ମୁଁ ଜାଣିନି ବୋଲି କହିବା ପରେ ରାତି ୨ଟାରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କଲେ ଅଭିନେତା

ନୂଆଦିଲ୍ଲୀ: ଆସାମ ଥିଏଟରେ ଲାଗିଥିବା ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନର ପୋଷ୍ଟର ଚିରିବା ଓ ନିଆଁ ଲଗାଇବା ଘଟଣାରେ ଗତକାଲି ସମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଥିଲେ ଶାହରୁଖ ଖାନ୍ କିଏ ମୁଁ ଜାଣିନି। ତାଙ୍କ ଫିଲ୍ମ ବିଷୟରେ ବି ମୋତେ ଜଣା…

କୂଅରେ ପଡ଼ି ନାବାଳକର ମୃତ୍ୟୁ

ଖୋର୍ଦ୍ଧା : ସାଇକେଲ ଚଲାଇବା ବେଳେ ଅଘଟଣ ।କୂଅରେ ପଡ଼ି ନାବାଳକର ମୃତ୍ୟୁ। ଅସାବଧାନତା କାରଣରୁ ନାବାଳକ ଜଣଙ୍କ ସାଇକଲ ସହ ପଡ଼ି ଯାଇଥିଲେ କୂଅରେ । ଏଭଳି ଅଭାବନୀୟ ଘଟଣା ଘଟିଛି ଘଟଣା ଖୋର୍ଦ୍ଧା ଥାନା ପୁବୁସାହି ଓଲସିଂ ଗାଁରେ । ମୃତ ନାବାଳକ ହେଲେ ଦିବ୍ୟଜ୍ୟୋତି ବେହେରା । ସୂଚନା…