ଏହି ଦିନ ଭାରତରେ ଲଞ୍ଚ ହେବ ବିଶ୍ୱର ପ୍ରଥମ କୋଭିଡ୍-୧୯ ନାଜାଲ୍ ଭ୍ୟାକ୍ସିନ୍, ଦାମ କେତେ ହେବ ଜାଣନ୍ତୁ
ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କୋଭିଡ୍-୧୯ ନାସାଲ୍ ଭ୍ୟାକ୍ସିନ ଭାରତରେ ଲଞ୍ଚ୍ ହେବାକୁ ଯାଉଛି। ଏହାକୁ ପ୍ରସ୍ତୁତ କରିଛି ସ୍ୱେଦେଶୀ କମ୍ପାନୀ ଭାରତ ବାୟୋଟେକ୍। ଜାନୁଆରୀ ୨୬ ତାରିଖରେ ଏହି ଇଣ୍ଟ୍ରାନାସାଲ କୋଭିଡ୍ ଭ୍ୟାକ୍ସିନ iNCOVACC ଲଞ୍ଚ୍ ହେବ। ଶନିବାର କମ୍ପାନୀର ଚେୟାରମ୍ୟାନ୍ ତଥା…