Latest Odisha News

BREAKING NEWS

କରୋନା ନିୟମ ମାନି ଚାଲିବ ଖଣ୍ଡଗିରି ମେଳା, ଗାଇଡଲାଇନ୍‌ ଜାରି କଲା ବିଏମସି

ଭୁବନେଶ୍ୱର : ଖଣ୍ଡଗିରି ମେଳା ଓ ଯାତ୍ରା ଉତ୍ସବ ପାଇଁ BMCର ଗାଇଡଲାଇନ ଜାରି  । ଆସନ୍ତା ମାଘସପ୍ତମୀରୁ ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହେବ। ତେଣୁ ଯାତ୍ରାକୁ ମିଳିଛି ଅନୁମତି  । କୋଭିଡ ଗାଇଡ୍‌ଲାଇନ୍‌ ଅନୁଯାୟୀ, ପ୍ରସିଦ୍ଧ ଖଣ୍ଡଗିରି ମେଳା ଚାଲିବ ବୋଲି ବିଏମ୍‌ସି ପକ୍ଷରୁ…

ବିରଳ ଅସ୍ତ୍ରୋପଚାର; ହାତରେ ଲାଗିଲା ଗୋଡ ଆଙ୍ଗୁଠି

କଟକ: ଏସସିବି ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର। ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗ କରି ଦେଖାଇଛି ଏହି ସଫଳ ଅସ୍ତ୍ରୋପଚାର। ଓଡିଶାରେ ପ୍ରଥମଥର ପାଇଁ ଡାହାଣ ହାତରେ ଲାଗିଲା ବାମ ଗୋଡ଼ ଅଙ୍ଗୁଳି । ଯାହା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ବଡ଼ ସଫଳତା। ଭଦ୍ରକର ସୀତାକାନ୍ତ ବାରିକ…

ପଲିଥିନି କୁଡ଼ିଆ ତଳେ ୫ ପ୍ରାଣୀ :ମିଳୁନି ଆବାସ ଯୋଜନାରେ ଘର

ତାଳଚେର: ଝାଟିମାଟିର ଦୁଇ ବଖରା କୁଡିଆ । ଉପରେ ପଡ଼ିଛି ଚିରାଫଟା ପଲିଥିନ୍ । ଏହି କୁଡ଼ିଆରେ ରୁହନ୍ତି ୫ ପ୍ରାଣୀ । ପର ଘରେ ମୂଲ ଲାଗି ଯାହା ମିଳେ ସେଥିରେ ଚଳନ୍ତି ଏହି ପରିବାର । ଏହିଭଳି ଦଦରା ମାଟି କୁଡ଼ିଆରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳୀ ଗ୍ରାମର…

ବେଲୁଚିସ୍ତାନକୁ ଚୀନ୍‌ ଲୁଟୁଛି, ଜାଣି ବି ଜଳକା ପାକିସ୍ତାନ

ଇସଲାମାବାଦ : ପାକିସ୍ତାନର ସରକାର ବେଲୁଚିସ୍ତାନକୁ ଚୀନ ହାତକୁ ଟେକିଦେଇଛନ୍ତି । ବେଲୁଚ୍ ଜନତା ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବଞ୍ଚୁଥିବାବେଳେ ଚୀନ ଏହି ରାଜ୍ୟରୁ ବହୁମୂଲ୍ୟ ଖଣିଜ ସଂପଦ ଲୁଟିବାରେ ଲାଗିଛି । ଯାହାକୁ ନେଇ ବେଲୁଚିସ୍ତାନର ଲୋକମାନେ ଆନ୍ଦୋଳନ କରିବା ଆରମ୍ଭ କରିଦେଇଛନ୍ତି ।…

ଅଡ଼ୁଆରେ ପଡ଼ିଲେ ଜ୍ୟାକ୍‌ଲିନ୍‌, ମାନହାନୀ କେସ୍‌ କଲେ ନୋରା ଫତେହୀ

ମୁମ୍ବାଇ: ପୁଣି ଅଡ଼ୁଆରେ ଛନ୍ଦି ହୋଇଗଲେ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ବଲିଉଡ ଡ୍ୟାନ୍ସିଂ ଷ୍ଟାର ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା କରିଛନ୍ତି । ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲା ଯୋଗୁ ଏବେ ବଲିଉଡରେ ଏହି ଦୁଇଜଣ…

ମା’ର ଫେରିବା ବାଟକୁ ଚାହିଁ ଖେଳୁଥିଲା ପୁଅ, ଚାପିଦେଲା ଟ୍ରାକ୍ଟର

ବାଲେଶ୍ୱର: ମା’ ଯାଇଛି କାମ କରି । କାମରୁ ଫେରିଲେ ଗେଲ କରିବ, କୋଳେଇ ନେବ । ହୁଏତ ଏମିତି କିଛି ଭାବୁଥିବ ଆଉ ଖେଳୁଥିବ । ମଝିରେ ମଝିରେ ମା’କୁ ବି ଚାହୁଁଥିବ । ହେଲେ କିଏ ଜାଣିଥିଲା.... ଏ ଖେଳ ତା ଜୀବନର ଶେଷ ଖେଳ ଥିଲା ବୋଲି । ନିର୍ଦ୍ଦୟ ଟ୍ରାକ୍ଟର ଡ୍ରାଇଭର ପାଖରେ ବୋଧହୁଏ ଗରିବ…

ଶିକ୍ଷକ ହତ୍ୟା ଘଟଣା :ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାରେ ବସିଲେ ଗ୍ରାମବାସୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଇଞ୍ଚୋଳ ଗ୍ରାମର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ୱାଇଁ ହତ୍ୟାକାଣ୍ଡ ଇତିମଧ୍ୟରେ ୩ ମାସ ବିତିଲାଣି । ହେଲେ ପୋଲିସ ଜଣଙ୍କୁ ଗିରଫ କରି ଚୁପ୍ ହୋଇ ବସିଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଫଳ ହୋଇଛି ।…

ଭାରତୀୟ ବୋଲିଂ ଆଗରେ ତାସ ପତା ପରି ଭୁଷୁଡିଗଲା କିୱି ଟିମ

ରାୟପୁର: ଏଠାରେ ଶନିବାର ଅନୁଷ୍ଠିତ ଦ୍ୱୀତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତୀୟ ବୋଲରଙ୍କ ସାମ୍ନା କରି ନ ପାରି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ୧୦୮ ରନରେ ଅଲଆଉଟ ହୋଇଯାଇଛି । ବିଜୟ ପାଇଁ ଭାରତ ସମ୍ମୁଖରେ ୧୦୯ ରନର ଟାର୍ଗେଟ ରହିଛି । ନ୍ୟୁଜିଲାଣ୍ଡ ସମ୍ପୂର୍ଣ୍ଣ ୫୦ ଓଭର ମଧ୍ୟ ଖେଳି ପାରି ନ…

ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଦେଖାଇ ଲୁଟ

ମୟୂରଭଞ୍ଜ: ଉଦଳା ଥାନା ଅର୍ନ୍ତଗତ ବରବାଡ଼ି କେନାଲ ଛକରେ ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଛନ୍ତି । ଦୁବୃର୍ତ୍ତମାନେ ତାଙ୍କଠାରୁ ସୁନାଚେନ,୨ଟି ମୋବାଇଲ, ପର୍ସ ଓ ବାଇକ୍ ଚାବି ନେଇ ଫେରାର ହୋଇଯାଇଛନ୍ତି । ଏନେଇ ସେ ଉଦଳା ଥାନାରେ ଅଭିଯୋଗ…

‘ଏମର୍ଜେନ୍ସି’ ପାଇଁ ସଂପତ୍ତି ବନ୍ଧକ ରଖିଲେ କଙ୍ଗନା

ମୁମ୍ବାଇ: ଆଜିକାଲି ଫିଲ୍ମ ଏମର୍ଜେନ୍ସି କୁ ନେଇ ବେଶ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ  । ଦୀର୍ଘଦିନ ଧରି ଏହି ଫିଲ୍ମର ସୁଟିଂ ଚାଲିଥିଲା । ଇତିମଧ୍ୟରେ କଙ୍ଗନା ଏହାର ସୁଟିଂ ଶେଷ କରିଛନ୍ତି । ସୁଟିଂ ଶେଷ ହେବା ପରେ କଙ୍ଗନା ସୋସିଆଲ ମିଡିଆରେ ଏକ ଲମ୍ବା ଚଉଡା ପୋଷ୍ଟ ସେୟାର…