ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୬)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ସରୁ ଓଠରେ ଇଷତ୍ ଫାଙ୍କ ସୃଷ୍ଟି କରି ସେ ଚାହିଁଲା ।
- ବିନା ଚାର୍ଜିଂରେ ତ କେହି ପ୍ରକୃତ ସତ୍ୟକୁ ଆବିଷ୍କାର କରିପାରିନି ।
- ସମସ୍ତେ ଯଦି ସତ୍ୟାଭିଳାଷୀ ହୁଅନ୍ତେ, ସେ ନିର୍ଭୀକତା ଯଦି ସମସ୍ତଙ୍କ ପାଖରେ…