ମେଗା ଧାରାବାହିକ ‘ସୁନା ଝିଅ’ କରୁଛି ଧମାଲ
ଭୁବନେଶ୍ୱର: ଜୀ-ସାର୍ଥକରେ ପ୍ରସାରିତ ପାରିବାରିକ ମେଗା ଧାରାବାହିକ ‘ସୁନା ଝିଅ’ ଏବେ ଓଡ଼ିଶାର ଅଗଣିତ ଦର୍ଶକଙ୍କ ସୁନା ଝିଅ ହୋଇଛି । ସଫଳତାର ସହ ୨୪୩ ତମ ଏପିସୋଡ ରେ ପହଞ୍ଚିଛି ଏହି ମେଗା ଧାରାବାହିକ । ଏହା ଏବେ ଟେଲି ଦୁନିଆରେ ଧମାଲ କରୁଛି ।
‘ସୁନା ଝିଅ’ ଧାରାବାହିକ ହେଉଛି ଆମ ଓଡିଆ…