ନବଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ଖିଅ ପାଉନି ନା ଜାଣି ଅଜଣା?
ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ୱିପ୍ରହରରେ ନିର୍ମମ ହତ୍ୟା ଘଟଣାକୁ ୨୬ ଦିନ ବିତିଛି। ହେଲେ ପଶ୍ଚିମ ଓଡ଼ିଶାର ଏହି ହେଭିଓ୍ୱେଟ ନେତାଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏଯାଏଁ ହତ୍ୟାର ଉଦ୍ଦେଶ୍ୟ ସ୍ପଷ୍ଟ କରିନାହିଁ।
ବିରୋଧୀ ବିଜେପି ଏବଂ କଂଗ୍ରେସ ତଦନ୍ତକୁ ନେଇ…