Latest Odisha News

BREAKING NEWS

ଡବ୍ଲ୍ୟୁଏଫଆଇ ସଭାପତିଙ୍କ ବିରୋଧରେ ଧାରଣାରେ ବସିଲେ ଭାରତୀୟ ରେସଲର

ନୂଆଦିଲ୍ଲୀ: ଭାରତର ବିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ପରି ଷ୍ଟାର ରେସଲର ଆଜି ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି । ଏପରିକି ସେମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ମଧ୍ୟ ଆଣିଛନ୍ତି ।…

ଶିକାରୀଙ୍କ ଟାର୍ଗେଟରେ ବାଘ: ପୁଣି ବାଘ ଛାଲ ଜବତ

ମୟୂରଭଞ୍ଜ: ଶିକାରୀଙ୍କ ଟାର୍ଗେଟରେ ବାଘ । ପୁଣି ବାଘ ଛାଲ ଜବତ ଜବତ କରିଛି ପୋଲିସ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି । ସେମାନେ ହେଲେ ଭୋଳାଗଡିଆ ଗ୍ରାମର ଚିତ୍ତରଞ୍ଜନ ସାହୁ, ତ୍ରିଲୋଚନ ସାହୁ ଓ ବଣିଆବସା ଗ୍ରାମର ଗେଣ୍ଡୁରୁ । ମଙ୍ଗଳବାର ରାତିରେ ଖୁଣ୍ଟା ପୋଲିସ କୌଣସି ସୂତ୍ରରୁ…

ଗୁପ୍ତ ସ୍ଥାନରେ ଭେଟ ହେଲେ ଆମେରିକା-ୟୁକ୍ରେନ ସେନାଧିକାରୀ, କିଛି ବଡ ହେବ କି ?

କୀଭ:ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ଧରୁନି । ବିଭିନ୍ନ ପ୍ରକାରର ଚାପ ଏବଂ ପ୍ରତିବନ୍ଧ ସତ୍ୱେ ରୁଷ ଘନ ଘନ ଆକ୍ରମଣ ଜାରୀ ରଖିଛି । ତେବେ ଏହା ମଧ୍ୟରେ ପ୍ରଥମ ଥର ଆମେରିକାର ଶୀର୍ଷ ଜେନେରାଲ ମାର୍କ ମିଲେ ୟୁକ୍ରେନର ସମକକ୍ଷଙ୍କ ସହ ଏକ ଗୁପ୍ତ ବୈଠକ କରିଥିବା ଜଣାପଡିଛି ।…

ରାମନାଗୁଡ଼ା ପଞ୍ଚାୟତ ଅଧକ୍ଷ୍ୟଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ପଞ୍ଚାୟତ ଅଧ୍ୟକ୍ଷଙ୍କ ପତ୍ନୀ ରୀନା ଶବର ସାହାରା ପରିବାର ପରାମର୍ଶ କେନ୍ଦ୍ରର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କୁ ତାଙ୍କ ସ୍ୱାମୀ ରବି ଶଙ୍କର ଗମାଙ୍ଗ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି । ସେ ତାଙ୍କ ପିଲାଙ୍କର କୌଣସି…

ଆଉ ୩ ଦିନ ଘନ କୁହୁଡ଼ି, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଶୀତ କମିଥିବା ବେଳେ ଭୋରରୁ ଲାଗି ରହୁଛି ଘନ କୁହୁଡ଼ି । ଏଭଳି ପାଗ ଆଉ ୩ ଦିନ ଯାଏ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ୧୯ ସକାଳ ଯାଏ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ସ୍ୱଳ୍ପ ବର୍ଷା…

ଜମି ବିକ୍ରି ଏବଂ ଅଧିଗ୍ରହଣ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅନୁଗୋଳ : ଚାଷୀ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲାର ୯୨ଟି ରାଜସ୍ବ ଗ୍ରାମରୁ ଚକବନ୍ଦୀ ରେକର୍ଡ ଉଚ୍ଛେଦ କରିବା ସହିତ ଜମି ବିକ୍ରି କରିବା ଏବଂ ଅଧିଗ୍ରହଣ ସ୍ଥଗିତ ରଖିବା ନେଇ ଦାବି କରି ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ ।…

ଲିଭୁନି ପର୍ବତର ନିଆଁ; କ’ଣ ରହିଛି ରହସ୍ୟ

ପାହାଡ଼ରୁ ଉଠୁଛି ନିଆଁ । ଦିନ ରାତି ଜଳୁଛି । ଲିଭିବାର ନାଁ ଧରୁନି । ଏହି ନିଆଁକୁ କୁହାଯାଉଛି ଯାନର ଡାଗ ବା ଜଳୁଥିବା ଥିବା ପାହାଡ। ବିଚିତ୍ର ଏ ବିଶ୍ୱ । ଅନେକ ଅବିଶ୍ୱାସନୀୟ ଜିନିଷ ଏଇ ପୃଥିବୀରେ ଭରି ରହିଛି । ସୋସିଆଲ ମିଡ଼ିଆ ଯୋଗୁ ଏହି ଅଜବ ଜିନିଷ ଆଜି ସମସ୍ତଙ୍କ ସାମ୍ନାକୁ ଆସି…

ପକ୍ଷାଘାତ ରୋଗୀଙ୍କ ବ୍ରେନ କଣ୍ଟ୍ରୋଲ ପାଇଁ ନିଓ ଡିଭାଇସ ସହ ପକେଟ ସିପିୟୁ ଉଦ୍ଭାବନ କଲେ ୧୧ ବର୍ଷର ବାଳକ

କାମାକ୍ଷାନଗର : ବୟସ ସିନା କମ୍ କିନ୍ତୁ ମୁଣ୍ଡରେ ଅନେକ ଇନଭେଟିଭ୍ ଆଇଡ଼ିଆ । ପକ୍ଷାଘାତ ରୋଗୀଙ୍କ ବ୍ରେନ କଣ୍ଟ୍ରୋଲ ପାଇଁ ନିଓ ଡିଭାଇସ ସହ ପକେଟ ସିପିୟୁ ଉଦ୍ଭାବନ କରି ଚର୍ଚ୍ଚାରେ ୧୧ ବର୍ଷର ବାଳକ ପ୍ରତୀକ । ପ୍ରତୀକ ତାଳଚେର ଥର୍ମାଲ ସ୍ଥିତ ଡିଏଭି (DAV) ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ।…

ଗଛରେ ଆଲିଶାନ ବଙ୍ଗଳା

ରାଜସ୍ଥାନ : ବାହାରକୁ ଦେଖିଲେ ଗଛ । କିନ୍ତୁ ଭିତରେ ଲୋକଙ୍କ ରହିବା ପାଇଁ ପ୍ରଚୁର ସୁବିଧା ରହିଛି । କଥାଟା ହୁଏତ ଆପଣଙ୍କୁ ଅଡ଼ୁଆ ଲାଗିପାରେ । ଏହା କିନ୍ତୁ ବାସ୍ତବ । ୮୭ ବର୍ଷର ପୁରୁଣା ଆମ୍ବ ଗଛ ଉପରେ ଏମିତି ଏକ ୪ ମହଲା ବିଶିଷ୍ଠ ଆଲିଶାନ ଘର ନିର୍ମାଣ କରିଛନ୍ତି ରାଜସ୍ଥାନର ଜଣେ ସିଭିଲି…

ଏସିଆନ୍ ଗେମ୍ସ ପୂର୍ବରୁ ଦୂତି ଚାନ୍ଦଙ୍କୁ ବଡ଼ ଝଟକା, ଡୋପ୍ ଟେଷ୍ଟରେ ଫେଲ୍

ଭୁବନେଶ୍ୱର: ସ୍ପ୍ରିଣ୍ଟର କ୍ୱିନ୍ ଦୂତି ଚାନ୍ଦଙ୍କୁ ବଡ଼ ଝଟକା ଲାଗିଛି । ଡୋପ୍ ଟେଷ୍ଟରେ ଫେଲ୍ ହେବା ପରେ ଦୂତି ଚାନ୍ଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଦୂତି ଚାନ୍ଦଙ୍କୁ ସାମୟିକ ଭାବେ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ୨୦୨୨…