କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ, ସରକାରଙ୍କ ପାଖରେ ନାହିଁ ଖବର
ଭୁବନେଶ୍ୱର: କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧିକାରୀ ଦିନ ଦ୍ବିପ୍ରହରରେ ପ୍ରବେଶ କରି ନିଜ ଯୋଜନାର ପ୍ରଚାର କରି ଲୋକଙ୍କୁ ନିଜ ସମର୍ଥନରେ ନେବାକୁ ପ୍ରୟାସ କରୁଛନ୍ତି। ଅଥଚ ରାଜ୍ୟ ସରକାରଙ୍କ ପାଖରେ ଏ ନେଇ କୌଣସି ଖବର ନାହିଁ।
ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ…