Latest Odisha News

BREAKING NEWS

ଗମାଙ୍ଗଙ୍କ ପରେ କେସିଆରଙ୍କୁ ଭେଟିଲେ ଜୟରାମ ପାଙ୍ଗୀ

ଭୁବନେଶ୍ୱର: ଆଉ ଜଣେ କୋରାପୁଟର ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତିର ସଭାପତି କେସିଆରଙ୍କୁ ଭେଟିଛନ୍ତି। ପାଙ୍ଗୀ କେସିଆର ସହିତ ତାଙ୍କର ସାକ୍ଷାତ ଫଟୋକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ନିକଟରେ ପୂର୍ବତନ…

ସ୍ବାସ୍ଥ୍ୟ ମିଶନରେ ସାମିଲ୍ ହେଲା ଆନନ୍ଦପୁର ପୌର ପରିଷଦ ସହରାଂଚଳ

ଭୁବନେଶ୍ବର: କେନ୍ଦୁଝର ଆନନ୍ଦପୁର ପୈାର ପରିଷଦ ଜାତୀୟ ସହରାଂଚଳ ସ୍ବାସ୍ଥ୍ୟ ମିଶନରେ ସାମିଲ। ଜନସାଧାରଣଙ୍କ ସ୍ବାସ୍ଥ୍ୟ ଅବସ୍ଥାର ଦୃତ ବିକାଶ ନିମନ୍ତେ  ରାଜ୍ୟ ସରକାର ଏହି ପୈାର ପରିଷଦକୁ ଏପରି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକି ବିଜ୍ଞପ୍ତି…

ପନ୍ତ କହିଲେ, ଏଥର ରିକଭରୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ

ମୁମ୍ବାଇ:ଭାରତର ଷ୍ଟାର ଖେଳାଳି ରିଷଭ ପନ୍ତଙ୍କ ଦୁର୍ଘଟଣା ସମସ୍ତଙ୍କ କ୍ରିକେଟପ୍ରେମୀଙ୍କୁ ବ୍ୟଥିତ କରିଥିଲା । ତାଙ୍କ ଅସ୍ତ୍ରୋପଚାର ସଫଳ ହେବା ପରେ ପ୍ରଥମ ଥର ପାଇଁ ପନ୍ତ ଟୁଇଟ କରିଛନ୍ତି । ସେ ତାଙ୍କ ଟୁଇଟରେ ରିକଭରୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ଖୁବ ଶୀଘ୍ର ସୁସ୍ଥ…

ରୁଷିଆ, ବେଲାରୁଷ ମିଳିତ ସମରାଭ୍ୟାସ ନେଇ ଚିନ୍ତାରେ ୟୁକ୍ରେନ ଏବଂ ବିଶ୍ୱ

କୀଭ: ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାମ ଧରୁନି । ରୁଷ ତାର ଜିଦରେ ଅଟଳ ରହି ୟୁକ୍ରେନକୁ ଛାରଖାର କରିବାରେ ଲାଗିଛି । ଅପରପକ୍ଷରେ ୟୁରୋପୀୟ ଦେଶଗୁଡିକ ସହାୟତାରେ ୟୁକ୍ରେନ ଯୁଦ୍ଧର ମୁକାବିଲା କରୁଛି । ତେବେ ସୋମବାର ରୁଷିଆ ଏବଂ ବେଲାରୁଷ ମଧ୍ୟରେ ସମରଭ୍ୟାସ ଆରମ୍ଭ ହୋଇଛି । ଉଭୟ ଦେଶର…

ସରିଲା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ : ଓଡ଼ିଶୀ ନୃତ୍ୟରେ ଦୁଲୁକିଲା ମଞ୍ଚ

ଭୁବନେଶ୍ୱର : ଶେଷ ହେଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ । ତିନି ଦିନ ଧରି ଚାଲିଥିବା ଏହି ନୃତ୍ୟ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଓଡ଼ିଶୀ ନୃତ୍ୟ । ସନ୍ଧ୍ୟାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ…

ଏଥର କୋହଲୀଙ୍କ ଟାର୍ଗେଟ ୧୦୦ ଶତକ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ପୂର୍ବ ଲୟକୁ ଫେରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ସେ ୨ଟି ଶତକ ମାରିଛନ୍ତି । ଏଥିସହ ତାଙ୍କ ଶତକ ସଂଖ୍ୟା ୭୪ରେ ପଂହଚିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଆନ୍ତର୍ଜାତୀୟ ଶତକକୁ ଭାଙ୍ଗିବା ଏକ…

ଆସନ୍ତା ୧୯ରୁ ସରକାରୀ ଡାକ୍ତରଖାନାରେ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ବିଦେଶରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟରେ ଭ୍ୟାକ୍ସିନ୍ ନଥିଲା । ଭ୍ୟାକ୍ସିନ୍ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ରାଜ୍ୟ ସରକାର ଚିଠି ଲେଖି ଅନୁରୋଧ କରିଥିଲେ । ଜାତୀୟ କୋଭିଡ୍-୧୯ ଟିକାକରଣ ଯୋଜନାରେ କେନ୍ଦ୍ର ସରକାର କୋଭିସିଲ୍ଡ ଯୋଗାଇ ଦେବାକୁ…

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜରେ ମ୍ୟାନେଜର ହେବେ ଓଡିଶାର ଶିବବ୍ରତ

ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ ସଦସ୍ୟ ଶିବବ୍ରତ ମଲ୍ଲିକଙ୍କୁ ଆଗାମୀ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ କ୍ରିକେଟ ସିରିଜ ପାଇଁ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି । ଏହି ୩ଟି ମ୍ୟାଚ ଜାନୁୟାରୀ ୧୮, ୨୧ ଓ ୨୪ରେ ଯଥାକ୍ରମେ ହାଇଦ୍ରାବାଦ, ରାୟପୁର ଓ ଇନ୍ଦୋରରେ ଖେଳାଯିବ । ମଙ୍ଗଳା କ୍ଲବର…

ହକି ବିଶ୍ୱକପ: ନେଦରଲାଣ୍ଡସର କ୍ରମାଗତ ଦ୍ୱିତୀୟ ବିଜୟ, ଚିଲିକୁ ହରାଇଲା ମାଲେସିଆ

ରାଉରକେଲା: ହକି ବିଶ୍ୱକପର ସୋମବାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ୨ଟି ମ୍ୟାଚରେ ନେଦରଲାଣ୍ଡସ ଓ ମାଲେସିଆ ସେମାନଙ୍କ ମୁକାବିଲାକୁ ଜିତି ନେଇଛନ୍ତି । ପ୍ରଥମ ମ୍ୟାଚରେ ଚିଲି ଓ ମାଲେସିଆ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ମାଲେସିଆ ୩-୨ ଗୋଲରେ ଚିଲିକୁ ପରାସ୍ତ…

ଦାବି ମାନିଲେ ସରକାର; ସ୍ଥଗିତ ହେଲା ବସ ଧର୍ମଘଟ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ଘରୋଇ ବସ ଧର୍ମଘଟ ସ୍ଥଗିତ ରଖାଯାଇଛି । ଘରୋଇ ବସ ମାଲିକ ସଂଘ ଏହି ସୂଚନା ଦେଇଛି । ୧୦ ଦଫା ଦାବି ନେଇ ଜାନୁଆରୀ ୧୭ ତାରିଖରେ ରାଜ୍ୟବ୍ୟାପୀ ବସ ଧର୍ମଘଟର ଡାକରା ଦେଇଥିଲା ଘରୋଇ ବସମାଲିକ ସଂଘ । ଏହି ଦାବି ନେଇ ସରକାରଙ୍କ…