Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢା ବୁଲା ଅବସରରେ ଆମେ ଦେବଯାନ ଦର୍ଶନ ଆରମ୍ଭ କରିଛେ। ପ୍ରଥମେ ପ୍ରଣାମ କରିବା ଶ୍ରୀ ଐଶାନେଶ୍ୱର ମହାଦେବଙ୍କୁ। କୂର୍ମ ବେଢାର ଉତ୍ତର ଦିଗ ଭିତର…

ନାଁ ନନେଇ କାହାକୁ ଟାର୍ଗେଟ କଲେ ସଚିନ ପାଇଲଟ?

ଜୟପୁର: ଶେଷ ହେବାକୁ ଯାଉଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା। ଏହାପରେ ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ କରିବାକୁ ଦଳ ହାତ ସେ ହାତ ଯୋଡ କାର୍ଯ୍ୟକ୍ରମ କରିବାକୁ ଯାଉଛି। ଏହାରି ଭିତରେ ରାଜସ୍ଥାନ କଂଗ୍ରେସର ଦୁଇ ପ୍ରମୁଖ ନେତା ସଚିନ ପାଇଲଟ ନିଜ ଦଳର ସରକାରକୁ…

ବିଶ୍ୱ ରେକର୍ଡ଼ରେ ସ୍ଥାନ ପାଇଲା ସୁଦର୍ଶନଙ୍କ ହକି ଷ୍ଟିକ୍

ପୁରୀ: ସାରା ରାଜ୍ୟରେ ହକି ଫିଭର ଲାଗି ରହିଥିବା ବେଳେ ସେହି ସମୟରେ ବିଶ୍ୱ ରେକର୍ଡରେ ନାଁ ଲେଖାଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । କଟକ ମହାନଦୀ ତଟରେ ସୁଦର୍ଶନ ବାଲୁକା କଳାରେ କରିଥିବା ହକି ଷ୍ଟିକକୁ ବିଶ୍ୱ ରେକର୍ଡ଼ରେ ସ୍ଥାନ ମିଳିଛି । ୱାର୍ଲଡ଼…

କଟକ ସାବତ ମା’-ପୁଅ ମୃତ୍ୟୁ ଘଟଣା: ‘ମୋତେ ମିଛ କହି ସନ୍ତୋଷ ବିବାହ କରିଛନ୍ତି’

କଟକ: ମଧୁପାଟଣା ଥାନା ଶ୍ରୀରାମନଗରରେ ସାବତ ମା' ଓ ପୁଅର ମୃତ୍ୟୁ ରହସ୍ୟ ଘେରରେ ରହିଛି। ଏହି ଘଟଣାରେ ମୃତ ମହିଳା ଶିଳ୍ପୀ ଦାସଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ପୋଲିସ ଅଟକ ରଖି ଜେରା କରୁଛି। ଅନ୍ୟପଟେ ସନ୍ତୋଷଙ୍କ ପ୍ରଥମ ପତ୍ନୀର ପୁଅର ମୃତ୍ୟୁକୁ ନେଇ ସନ୍ତୋଷଙ୍କ ପରିବାର ଲୋକେ…

ରିମୋଟ ଭୋଟିଂ ମେସିନକୁ ନେଇ ଆପତ୍ତି ଉଠାଇଲେ ବିରୋଧୀ

ନୂଆଦିଲ୍ଲୀ: ବିରୋଧୀ ଦଳ ସୋମବାର ରିମୋଟ ଭୋଟିଂ ମେସିନ୍ (ଆରଭିଏମ୍) ର ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ କମିଶନ ଏପରି କରି କେବଳ ସହରୀ ଉଦାସୀନତା ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇଛନ୍ତି ବୋଲି ବିରୋଧୀ କହିଛନ୍ତି। ଆଜି ଏହି ପ୍ରସଙ୍ଗରେ ୬୫ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ…

୨୪ ମହାସମର ପୂର୍ବରୁ ବିଧାନସଭା ନିର୍ବାଚନ: ୯-୦ରେ ଜିତିବାକୁ ଚାହୁୁଁଛି ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ସୋମବାର ଦିଲ୍ଲୀରେ ଆରମ୍ଭ ହୋଇଛି। ଏହି ବୈଠକରେ ବିଜେପି ସଭାପତି ଜେପି ନଡ୍ଡା ବୈଠକକୁ ସମ୍ବୋଧିତ କରିଛନ୍ତି। ଚଳିତ ବର୍ଷ ହେବାକୁ ଥିବା ସମସ୍ତ ବିଧାନସଭା ନିର୍ବାଚନରେ ଦଳର ​​ବିଜୟ ହେବା ଆବଶ୍ୟକ ବୋଲି ନଡ୍ଡା କହିଛନ୍ତି। ଏ…

ଆବାସ ଯୋଜନାରେ ଲୋଗୋକୁ ନେଇ ଚେତାଇଲା ବିଜେପି, ଜବାବ ରଖିଲା ବିଜେଡି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ସାଢେ 9 ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି। ହେଲେ ଏହି ଯୋଜନାରେ ଲୋଗୋକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯେଉଁ ବିବାଦ ଥିଲା ତାହା ପୁଣିଥରେ ଆରମ୍ଭ ହେବାକୁ ଯାଉଛି ବୋଲି ଆଭାସ ମିଳିଛି।…

କରୋନା ସଂକ୍ରମଣକୁ ଦେଖି ମାସେ ପାଇଁ ମାସ୍କ ବାଧ୍ୟତାମୂଳକ କଲେ ଏହି ସରକାର

ନୂଆଦିଲ୍ଲୀ: ସମସ୍ତ ଜନସାଧାରଣ ସ୍ଥାନ, କର୍ମକ୍ଷେତ୍ର ଏବଂ ସମାବେଶରେ ମାସ୍କ ପିନ୍ଧିବା ପାଇଁ କେରଳ ସରକାର ବାଧ୍ୟତାମୂଳକ କରିଛନ୍ତି। ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳ ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ…

କଲେଜିୟମରେ ସରକାରଙ୍କ ପ୍ରତିନିଧି ରହିବା ନେଇ ସିଜେଆଇଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଚାରପତିଙ୍କ କଲେଜିୟମ ବ୍ୟବସ୍ଥାକୁ ପୁନର୍ଗଠନ କରିବାକୁ ଚାହୁଁଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ଏ ସମ୍ପର୍କରେ ପ୍ରଧାନ ବିଚାରପତି ତଥା ସିଜେଆଇଙ୍କୁ ଏକ ଚିଠି ଲେଖିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଭାରତର ପ୍ରଧାନ ବିଚାରପତି ଡି.ଓ୍ୱାଇ…

ପିଏମ୍ ଆବାସ ଯୋଜନାକୁ ନେଇ ଆରମ୍ଭରୁ କେଁ, ପଞ୍ଚାୟତ ଅଫିସରେ ପଡ଼ିଲା ତାଲା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ସାଢେ ୯ ଲକ୍ଷ ଲୋକଙ୍କ ତାଲିକା ପ୍ରକାଶ ପାଇଛି। ଏ ନେଇ ବିଭିନ୍ନ ପଞ୍ଚାୟତରେ ତାଲିକା ପ୍ରକାଶ ପାଇଛି। ହେଲେ ଆରମ୍ଭରୁ ହିଁ ତିଲାକରେ ପ୍ରକାଶ ପାଇଥିବା ନାଁକୁ ନେଇ ବିବାଦ ଦେଖାଦେଇଛି। କେଉଁଠି ନାବାଳକ ନାଁରେ ଘର ଆସିଥିବା…