ପୁରୀରେ ଆରମ୍ଭ ହେଲା ଓଡିଶା ବାସ୍କେଟବଲ ଲିଗ
ପୁରୀ: ଏଠାରେ ଆଜିଠାରୁ ଆରମ୍ଭ ହୋଇଛି ଓଡିଶା ବାସ୍କେଟବଲ ଲିଗ । ତାଳବଣିଆସ୍ଥିତ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଗୁରବାର ସନ୍ଧ୍ୟାରେ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଉଦଘାଟନ କରିଥିଲେ । ପ୍ରଥମ ଥର ପାଇଁ ଏ ଭଳି ଏକ ବାସ୍କେଟବଲ ଟୁର୍ଣ୍ଣାମେଂଟ ଆୟୋଜିତ ହେଉଥିବାରୁ ଗର୍ବିତ ବୋଲି କହିଥିଲେ । ଏହି…