ଏଟିଏମ ବଦଳାଇ ବରିଷ୍ଠ ନାଗରିକଙ୍କୁ ଠକେଇ, ବ୍ରହ୍ମପୁରରୁ ଯୁବକଙ୍କୁ ଗିରଫ କଲା କମିଶନରେଟ ପୁଲିସ
ବ୍ରହ୍ମପୁର: ଏଟିଏମକୁ ଟଙ୍କା ଉଠାଇବାକୁ ଆସୁଥିବା ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ କରିବା ବାହାନାରେ ଟଙ୍କା ନେଇଯାଉଥିବା ପୋଷାଦାର ଲୁଟେରାଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି କମିଶନରେଟ ପୋଲିସ। ଯୁବକଙ୍କ ନାମ ମନୋଜ ସାହୁ ହୋଇଥିବା ବେଳେ ତାଙ୍କୁ ଲକ୍ଷ୍ମୀସାଗର ଥାନା ରବିବାର ଗିରଫ କରିଛି।…