ଅଟକିବନି କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନାନା ପଦକ୍ଷେପ ନେଉଛନ୍ତି । ଘନ ଘନ ବୈଠକ ବସୁଛି । ଚେତାବନୀ ଓ ପରାମର୍ଶ ଜାରି ହେଉଛି । ସୋସିଆଲ ଡିଷ୍ଟାନ୍ସ ବଜାୟ ରଖିବା ଓ ମାସ୍କ ପିନ୍ଧିବା ଉପରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ର…