Latest Odisha News

BREAKING NEWS

ପେଲେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର: ହାର୍ଟ, କିଡନୀ ଠିକ ଭାବେ କାମ କରୁନି

ସାଓ ପାଓଲୋ: ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ୮୨ ବର୍ଷୀୟ ପେଲେ ଡାକ୍ତରଖାନାରେ ବଡଦିନ କାଟିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । କର୍କଟ ରୋଗରେ ଆକ୍ରାନ୍ତ ପେଲେଙ୍କ ହାର୍ଟ ଓ କିଡନୀ ଏବେ ଠିକ ଭାବେ କାମ କରୁନି ବୋଲି…

ବି.ଜେ.ଇ.ଏମ୍‍ ସ୍କୁଲ-୨ର ବାର୍ଷିକ ଉତ୍ସବ ‘ପଲ୍‍ସାଶିଓ’

ଭୁବନେଶ୍ୱର: ସ୍ଥାନୀୟ ସତ୍ୟଭାମାପୁର ସ୍ଥିତ ବି.ଜେ.ଇ.ଏମ୍‍ ସ୍କୁଲ-୨ର ପଞ୍ଚଦଶ ବାର୍ଷିକ ଉତ୍ସବ ‘ପଲ୍‍ସାଶିଓ’ ମହାଆଡ଼ମ୍ବରରେ ପାଳିତ ହୋଇ ଯାଇଛି । କରୋନା କଟକଣା ପରେ ଦୀର୍ଘ ଦିନ ଅନ୍ତରରେ ହୋଇଥିବା ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ…

ଭୁବନେଶ୍ୱର RBIରୁ ଟଙ୍କା ଚୋରି, ସିସିଟିଭିରେ ଧରାପଡ଼ିଲେ ଆସିଷ୍ଟାଣ୍ଟ ମ୍ୟାନେଜର

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଭୁବନେଶ୍ୱର ଶାଖାରୁ ଟଙ୍କା ଚୋରି ହୋଇଛି । ତାହା ପୁଣି ହାଇସିକ୍ୟୁରିଟିରେ ଥିବା ସିଭିପିଏସ୍ (କରେନ୍ସି ଭେରିଫିକେସନ୍ ଆଣ୍ଡ ପ୍ରୋସେସିଂ ସିଷ୍ଟମ) ରୁମରୁ । ଆଉ ଚୋରି କେହି ବାହାର ଲୋକ ନୁହେଁ ବରଂ ଏଥିରେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ…

ଶୋଭରାଜଙ୍କୁ ଜେଲରୁ ମୁକ୍ତ କରିବାକୁ ଚାହୁଁ ନାହାନ୍ତି ଜେଲ କର୍ତୃପକ୍ଷ

କାଠମାଣ୍ଡୁ: କୁଖ୍ୟାତ ବିକିନୀ କିଲର ଚାର୍ଲସ ଶୋଭରାଜଙ୍କ ଜେଲରୁ ମୁକୁଳିବା ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ନେପାଳ ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜେଲ କର୍ତୃପକ୍ଷ ଏହାକୁ ମନା କରିଛନ୍ତି । ସର୍ବୋଚ୍ଚ ନ୍ୟାୟଳୟଙ୍କ ଆସେଶ ଅସ୍ପଷ୍ଟ ରହିଛି ।…

୨୧ ବର୍ଷ ପରେ ପୁନର୍ବାର ଏକତ୍ର ହେବେ ଅନୀଲ-ଜ୍ୟାକି ଯୋଡି

ମୁମ୍ବାଇ: ୨୧ ବର୍ଷ ପରେ ବଲିଉଡର ଦୁଇ ମହାନ ଅଭିନେତା ଅନୀଲ କାପୁର ଓ ଜ୍ୟାକୀ ଶ୍ରଫ ପୁନର୍ବାର ଆଉ ଏକ ଫିଲ୍ମରେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସୁଭାଇ ଘାଇ ଏହି ଫିଲ୍ମରେ ଅନୀସ ୱାଜମୀ ନିର୍ଦ୍ଦେଶନା ଦେବେ । ଏହି କମେଡୀ ଫିଲ୍ମର ନାମ ଚୋର ଔର ପୋଲିସ ରହିଛି ।…

ଅଧରାତିରେ ହାଇଡ୍ରାମା, ପୋଲିସକୁ ୩ କିଲୋମିଟର ଦୌଡ଼ାଇଲେ ମଦୁଆ

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ଚାଲିଛି ରେସ୍ । ମଦୁଆଙ୍କ ଗାଡ଼ି ପଛେ ପଛେ ପିଛା କରୁଛି ପିସିଆର୍ ଭ୍ୟାନ୍ । ବୁଧବାର ରାତି ପ୍ରାୟ ସାଢ଼େ ଗୋଟାଏ ବଳେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ନିଶାଡ଼ି ଏମିତି ପୋଲିସକୁ ଅଧ ଘଣ୍ଟା ଧରି ନାକେଦମ୍ କରିଥିଲେ । ମଦ ପିଇ କଳା ରଙ୍ଗର କାରରେ ୩ ଯୁବକ…

ରଣଜୀ ଟ୍ରଫି: ପୁନର୍ବାର ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପ ୧ ମୁକାବିଲାରେ ଓଡିଶା ବିପକ୍ଷରେ ଉତରାଖଣ୍ଡ ସୁବିଧାଜନକ ସ୍ଥିତିରେ ରହିଛି । ପ୍ରଥମ ଇନିଂସରେ ୨୬୪ ରନ ପଛରେ ଥିବା ଓଡିଶା ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୪…

ବଣ ଭୋଜିକୁ ଯାଇ ମହାନଦୀରେ ଭାସି ଗଲେ ଛାତ୍ରୀ

ସୋନପୁର: ହସଖୁସିରେ ସାଙ୍ଗସାଥୀଙ୍କ ସହ ସେ ବଣଭୋଜି ପାଇଁ ବାହାରିଥିଲେ । ଭୋଜି ରନ୍ଧା ଆରମ୍ଭ ସହ ବେଶ୍ ମଜାମସ୍ତି କରିଥିଲେ । ହେଲେ କିଏ ଜାଣିଥିଲା ଆଜି ସାଙ୍ଗସାଥୀଙ୍କ ମେଳରେ ମସ୍ତି ଆଉ ଜୀବନରେ କେବେ ଆସିବନି । କି ଆଉ ସାଙ୍ଗସାଥୀ ତା ସହ ମିଳାମିଶା କରି ପାରିବେନି । ସୁବର୍ଣ୍ଣପୁର…

ଅଧିନାୟକ ଦାୟିତ୍ୱ ତୁଲାଇବା ପାଇଁ ସମୟ ମାଗିଲେ ହାର୍ଦ୍ଦିକ, ହଟିବେ କି ରୋହିତ ?

ନୂଆଦିଲ୍ଲୀ: ଦିନିକିଆ ଏବଂ ଟି୨୦ରୁ ରୋହିତ ଶର୍ମା ଅଧିନାୟକ ପଦରୁ ହଟିବା ନେଇ ଆଲୋଚନା ଜୋର ଧରିଛି । ଏଏନଆଇ ରିପୋର୍ଟ ଅନୁସାରେ ରୋହିତ ହଟିବା ଏକପ୍ରକାର ନିଶ୍ଚିତ । ଏପରିକି ତାଙ୍କ ବିକଳ୍ପ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିବା ନେଇ ବିସିସିଆଇ ବ୍ୟଗ୍ର ହୋଇ…

ରୀତାଙ୍କ ହାତରୁ ମନ୍ତ୍ରୀ ପଦ କାଢ଼ି ସୁଶାନ୍ତ ସିଂଙ୍କୁ ପୁଣି ଦେବେ କି ନବୀନ ?

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ବରଗଡ଼ ବିଜେଡିରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ପଦ୍ମପୁରରେ ଦଳର ଐତିହାସିକ ବିଜୟ ପାଇଁ ବିଜେଡି ନେତା ଓ କର୍ମୀ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶ୍ରେୟ ଦେଉଛନ୍ତି । କିନ୍ତୁ ଚର୍ଚ୍ଚା…