ଭାଷା ଭାଗବତ : ସତ୍ୟୋତ୍ତର ମତି
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପ୍ରତ୍ୟେକ ସତ୍ୟ ଆପେକ୍ଷିକ
ବୁଝଂତିନାହିଁ ବହୁ ଲୋକ
ଯେ ଯାହା ସତ୍ୟକୁ ଆବୋରି
ଭବସିଂଧୁ ହୁଅଂତି ପାରି
ଭିନ୍ନ ସତ୍ୟ ଯେ ଥାଇପାରେ
ଏହା ଯେ ବିଶ୍ବାସ ନ କରେ
ନିଜ ସତ୍ୟ ସହିତ ଲାଖି
ହୁଏ ସେ ସତରେ ଏକାକୀ…