Latest Odisha News

BREAKING NEWS

ସତ ହେଲା ଲିଓନେଲ ମେସିଙ୍କ ସ୍ୱପ୍ନ ; ଚାମ୍ପିଅନ୍ ହେଲା ଆର୍ଜେଣ୍ଟିନା

ନୂଆଦିଲ୍ଲୀ:ସତ ହେଲା ଲିଓନେଲ ମେସିଙ୍କ ସ୍ବପ୍ନ । ୨୦୧୪ରେ ପରାଜୟର ସ୍ୱାଦ ଚାଖିଥିବା ମେସିଙ୍କ ଟିମ ଫିଫା ୱାର୍ଲଡ କପ ଇତିହାସରେ ସବୁଠାରୁ ରୋମାଞ୍ଚକର ଫାଇନାଲରେ ଫ୍ରାନ୍ସକୁ ୩-୩ ସ୍କୋରରେ ବରାବର ରହିବା ପରେ ବି ପେନାଲଟି ଶୁଟରେ ୪-୨ ଗାଲରେ ହରାଇଛି । କାତାରର ରାଜଧାନୀ ଦୋହାସ୍ଥିତ…

ଜାତି ବାହାରେ ପ୍ରେମ ବିବାହ କରି ପ୍ରତିବର୍ଷ ସଂଖ୍ୟାଧିକ ମୃତ୍ୟୁବରଣ କରୁଛନ୍ତି: ସିଜେଆଇ

ନୂଆଦିଲ୍ଲୀ : ଜାତି ବାହାରେ ପ୍ରେମ ବିବାହ କରି ପ୍ରତିବର୍ଷ ସଂଖ୍ୟାଧିକ ମୃତ୍ୟୁବରଣ କରୁଛନ୍ତି । ପ୍ରଧାନବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ ଏପରି ବୟାନ ଦେଇଛନ୍ତି । ୧୯୯୧ରେ ଉତ୍ତରପ୍ରଦେଶରେ ଅନରକିଲିଂ ଘଟଣାକୁ କେନ୍ଦ୍ର କରି ଆମେରିକାର ଏକ ମାଗାଜିନରେ ଏହା ଉଲ୍ଲେଖ କରାଯାଇଥିଲା ବୋଲି…

ମୋ ଝିଅକୁ ମାରିଦେଇଛନ୍ତି; ଝୁଲନ୍ତା ଝିଅକୁ ଦେଖି ବାପା ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର : ‘ମୋ ଝିଅକୁ ଯୋଜନାବଦ୍ଧ ଭାବେ ମାରିଦେଇଛନ୍ତି’। ଜଣେ ବାପାଙ୍କ ଏହା ଦୁଃଖଭରା ବୟାନ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବଡବାଲିକୁଦା ଗ୍ରାମର ବାଂଛାବଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅସୁରକ୍ଷିତ ଶ୍ରେଣୀଗୃହରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ…

୨୦୨୪ ପାଇଁ ଚେଲାକୁମାରଙ୍କ ମାନସମନ୍ଥନ; ରାଜ୍ୟ ସରକାରଙ୍କୁ କଲେ କଟାକ୍ଷ

ଭୁବନେଶ୍ୱର: ବଳ ଗୋଟାଉଛି ହାତ ଦଳ । ରାଜ୍ୟରେ କଂଗ୍ରେସର ସ୍ଥିତି ମଜଭୁତ କରିବା ପାଇଁ ପ୍ରଭାରୀ ଡ. ଏ. ଚେଲାକୁମାରଙ୍କ ଗୁରୁ ମନ୍ତ୍ର । ୨୦୨୪ ର ଲକ୍ଷ୍ୟ ହାତସେ ହାତ ଯୋଡୋ  । କଂଗ୍ରେସ ଭବନରେ ପିସିସି ସଭାପତି ଶରତ  ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ କରିଛନ୍ତି ମାନସମନ୍ଥନ । ଆଗାମୀ…

ବେରୀ ଶର୍ମନ ଓ ପତ୍ନୀଙ୍କ ହତ୍ୟାକାରୀକୁ ଧରାଇଦେଲେ ମିଳିବ ୨୯୦ କୋଟି !

ଆଟୋଂରିଆ: ବିଶ୍ୱର ବଡ ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ଏପୋଟେକ୍ସର ଫାଉଣ୍ଡର ବେରୀ ଶର୍ମନ ଓ ପତ୍ନୀଙ୍କୁ ହତ୍ୟା କରାଯାଇଛି । ପରିବାର ପକ୍ଷରୁ ଆଜି ହତ୍ୟାକାରୀକୁ ଧରାଇଦେଲେ ୨୯୦ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି ।…

ବଳ ଗୋଟାଉଛି ହାତ ଦଳ; ସାମିଲ ହେଲେ ପମି ମିଶ୍ର ଓ ଗୁଡଲି ରଥ

ଭୁବନେଶ୍ୱର: କଂଗ୍ରେସରେ ଆଜି ସାମିଲ ହୋଇଛନ୍ତି ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥ ଓ ଗାୟିକା ପମି ମିଶ୍ର । ରାଜଧାନୀସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଦୁହେଁ ରାଜ୍ୟ ପ୍ରଭାରୀ ଏ. ଚେଲାକୁମାରଙ୍କ ଉପସ୍ଥିତିରେ ହାତ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରରେ ରାଜ୍ୟ…

ପୁରୀରେ ଡଗ୍‌ ସୋ ଅନୁଷ୍ଠିତ

ପୁରୀ : ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିସରରେ ତୃତୀୟ ଅଲବ୍ରିଡ଼ ଓପନ ଡଗ ସୋ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମକୁ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଶୁଭ ଉଦଘାଟନ କରିଥିଲେ l ।  ପ୍ରଶିକ୍ଷଣ ନେଇଥିବା କୁକୁର ମାନେ ନିଜ ନିଜର ଦକ୍ଷତା ଅନୁସାରେ ବିଭିନ୍ନ କୌଶଳ…

ପୋଲିସ ଷ୍ଟେସନରେ ନିଜ ମାଲିକ ବାଛିଲା ଶୁଆ

ଆଗ୍ରା: ଆଗ୍ରା ପୋଲିସ ଷ୍ଟେସନରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଗୋଟିଏ ପାଳିତ ଶୁଆ କିପରି ନିଜ ମାଲିକକୁ ଚିହ୍ନି କେସ ସମାଧାନ କଲା ଆସନ୍ତୁ ଜାଣିବା...ବଲେକଶ୍ୱରରେ ଜଣେ ପରିବାର ଜଣେ ବନ୍ଧୁଙ୍କଠାରୁ ଏକ ବିଦେଶୀ ଶୁଆ ପାଳିବାକୁ ଆଣିଥିଲେ । ୩…

ବଲିଉଡ ନାୟିକା ଉଦିତା ଗୋସ୍ୱାମୀ ଉଦଘାଟନ କଲେ ନାଇଟ୍ କ୍ଲବ ‘କନେକ୍ଟ’

ଭୁବନେଶ୍ୱର: ରାଜଧାନୀବାସୀ ନେବେ ଆଉ ଏକ ନାଇଟ୍ କ୍ଲବର ମଜା । କାରଣ ଖୋଲିଯାଇଛି ନାଇଟ କ୍ଳବ 'କନେକ୍ଟ' । ଗତକାଲି ବଲିଉଡ ନାୟିକା ଉଦିତା ଗୋସ୍ୱାମୀ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବଲରରେ ବିଗ୍ ବସ୍ ପ୍ରତିଯୋଗୀ ତଥା ଫ୍ୟାସନ ଡିଜାଇନର ସବ୍ୟସାଚୀ ଶତପଥି, ଉପସ୍ଥାପିକା ଲିପ୍ସା ପଣ୍ଡା…

ଫିଫା ବିଶ୍ୱକପ ମହା ମୁକାବିଲା ଆଜି: ମେସି ମ୍ୟାଜିକ ନା ବାପ୍ପେ କରିବେ କମାଲ

ଦୋହା: ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଫିଫା ବିଶ୍ୱକପ ଫାଇନାଲ । ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ହେବାକୁ ଥିବା ଏହି ରୋମାଂଚକ ମୁକାବିଲା ପାଇଁ ପଡିଆ, ଖେଳାଳି, ରେଫରୀ ଆଉ ପ୍ରଶଂସକ ପ୍ରସ୍ତୁତ ହୋଇ ସାରିଲେଣି । ଚାମ୍ପିୟନ ଫ୍ରାନ୍ସ ଟାଇଟଲ ବଜାୟ ରଖିବାକୁ ଚାହିଁବା ବେଳେ ଆର୍ଜେଂଟିନା…